www.samajalive.in
Sunday, December 14, 2025
16.1 C
Bhubaneswar

ଆରେ ବାଃ… ଚତୁର ହାତୀ, ତାରବାଡ଼ରେ ବିଦ୍ୟୁତ ଅଛି କି ନାହିଁ ପ୍ରଥମେ ଯାଞ୍ଚ କଲା ଆଉ ତା’ ପରେ…

ସମାଜ ଡିଜିଟାଲ ଡେସ୍କ: ହାତୀ ବୁଦ୍ଧିଆ ଜନ୍ତୁ ଭାବେ ପରିଚିତ। ଛୁଆ ହାତୀଠାରୁ ଆରମ୍ଭ କରି ବଡ଼ ହାତୀ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କୌତୁକିଆ ଢଙ୍ଗ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି, ଯେଉଁଥିରେ ହାତୀ କେତେ ଚତୁର ତାହା ଦେଖିବାକୁ ମିଳିଛି।

ହାତୀଙ୍କୁ ସବୁଠୁ ବେଶୀ ଭୟ ତାର ବାଡ଼। ନେକ ସମୟରେ ତାର ବାଡ଼ରେ କରେଣ୍ଟ ଦେଇ ହାତୀଙ୍କୁ ଶିକାରୀ ହତ୍ୟା କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ହାତୀ ରାସ୍ତା ପାର ହେବା ସମୟରେ ତାର ବାଡ଼ ପଡ଼ୁଛି। ତାର ବାଡ଼ ଯୋଗୁ ହାତୀଟି ଅଟକି ଯାଉଛି। କିଛି ସମୟ ପରେ ହାତୀ ନିଜ ଗୋଡ଼ରେ ତାର ବାଡ଼କୁ ଛୁଇଁ ସେଥିରେ କରେଣ୍ଟ ଅଛି କି ନାହିଁ ତାହା ଯାଞ୍ଚ କରୁଛି। କିଛି ସମୟ ଯାଞ୍ଚ କରିବା ପରେ ତାର ବାଡ଼ ଭାଙ୍ଗି ତରବରିଆ ଭାବେ ରାସ୍ତା ପାର ହୋଇ ଜଙ୍ଗଲକୁ ଚାଲିଯାଉଛି। ଏହି ଦୃଶ୍ୟକୁ ରାସ୍ତାରେ ଅଟକିଥିବା କିଛି ପଛଚାରୀ ମୋବାଇଲରେ କଏଦ କରିଛନ୍ତି, ଯାହା ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଏବଂ ରୋମାଞ୍ଚକର ହୋଇଛି।

- Advertisement -

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories