Patra electronics

୩୦ ବର୍ଷ ପରେ ; ଏହି ରାଜଯୋଗ ପାଇଁ ୫ ରାଶିଙ୍କ ଉପରେ ହେବ ଧନବର୍ଷା, ଖୋଲିବ ଭାଗ୍ୟର ଦ୍ୱାର, ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ଧିମା ଚଳନ କରୁଥିବା ଗ୍ରହ ଶନି ଗ୍ରହ ଏହି ସମୟରେ ମୂଳ ତ୍ରିକୋଣ ରାଶି କୁମ୍ଭରେ ବିରାଜମାନ ରହିଛନ୍ତି । ବର୍ଷ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ରାଶିରେ ବିରାଜମାନ ହୋଇ ରହିବେ । ଶନିଙ୍କୁ ଗୋଟିଏ ରାଶିରୁ ୨ୟ ରାଶିରେ ପ୍ରବେଶ କରିବାକୁ ୨.୫ ବର୍ଷ ସମୟ ଲାଗିଥାଏ । ତେଣୁ ପୁଣି ଗୋଟିଏ ରାଶିକୁ ଫେରିବାକୁ ଶନି ପ୍ରାୟ ୩୦ ବର୍ଷ ସମୟ ନେଇଥାଆନ୍ତି । ଶନି ଏହି ସମୟରେ କୁମ୍ଭ ରାଶିରେ ବିରାଜମାନ ରହିଛନ୍ତି । ଏହାଦ୍ୱାରା ଶଶ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଜାଣନ୍ତୁ କେଉଁ ରାଶି ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ..

କୁମ୍ଭ – ଶନିଙ୍କର ୩୦ ବର୍ଷ ପରେ କୁମ୍ଭ ରାଶିରେ ରହିବା କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭକାରୀ ହେବ । ଏହି ସମୟରେ ଶଶ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । କିଛି ରାଶି ପାଇଁ ଏହି ସମୟ ଭାଗ୍ୟଶାଳୀ ହେବ । ବର୍ଷ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଏମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । କୋର୍ଟ-କଚେରୀ ମାମଲା ଦୂର ହେବ । ବିଦେଶରେ ବ୍ୟବସାୟ କରି ଲାଭବାନ୍‌ ହେବେ । ଚାକିରିରେ ପଦନ୍ନୋତିର ଯୋଗ ରହିଛି ।

ସିଂହ – ଶନିଙ୍କର କୁମ୍ଭ ରାଶିରେ ରହିବା ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭକାରୀ ହେବ । ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଖୁବ୍‌ ଲାଭ ମିଳିବ । ବ୍ୟବସାୟରେ ଖୁବ୍‌ ଲାଭ ହେବ । ଉନ୍ନତିର ଯୋଗ ରହିଛି । ବ୍ୟବସାୟରେ ବିସ୍ତାର କରିବେ । ଜୀବନସାଥୀଙ୍କ ସହଯୋଗ ମିଳିବ । ସଫଳତା ପାଇବେ । ଶନିଦେବଙ୍କ ଆଶୀର୍ବାଦ ମିଳିବ ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ସାଥ୍‌ ମିଳିବ । ଚାକିରିରେ ପଦନ୍ନୋତି ହେବ । ଦରମା ବୃଦ୍ଧି ହୋଇପାରେ । ବିଦେଶରେ ବ୍ୟବସାୟ କରି ଲାଭବାନ୍‌ ହେବେ । ହଠାତ୍‌ ଧନ ପ୍ରାପ୍ତି ହେବ । ନୂଆ ବ୍ୟବସାୟ ପାଇଁ ଯୋଜନା କରୁଥିଲେ, ସଫଳତା ପାଇବେ । ନୂଆ ଚାକିରିର ଯୋଗ ରହିଛି । ଛାତ୍ରଛାତ୍ରୀ ସଫଳତା ପାଇବେ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ସାଥ୍‌ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ନୂଆ ଦାୟିତ୍ୱ ମିଳିବ । ପଦନ୍ନୋତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିବାହର ଯୋଗ ରହିଛି ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ସଫଳତା ମିଳିବ । ଭାଗ୍ୟର ସାଥ୍‌ ମିଳିବ । ବେତନ ବୃଦ୍ଧି ସହ ପଦନ୍ନୋତି ଓ ବଡ ଦାୟିତ୍ୱ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ଜାଣନ୍ତୁ : ଏହି ରାଶିର ଲୋକେ କମ୍‌ ପରିଶ୍ରମ ପରେ ବି ହୁଅନ୍ତି କୋଟିପତି, ଟଙ୍କା ମାମଲାରେ ଏମାନେ ଭାଗ୍ୟଶାଳୀ..

Comments are closed.