Patra electronics

ଗଣେଷ ଭସାଣବେଳେ ବିଦ୍ୟୁତ ତାର ଲାଗି ଜଣେ ମୃତ

ପୋଲସରା : ବିଦ୍ୟୁତ୍ ତାର ଲାଗି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ପୁରୁଷୋତ୍ତମପୁର ଥାନା ଜଗନ୍ନାଥପୁର ଶାସନ ଗାଁରେ ଘଟିଛି ଏମିତି ଅଘଟଣ । ଗଣେଷ ଭସାଣ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ଏହି ଅଘଟଣ ଘଟିଛି । ଗୁରୁତର ଯୁବକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

Comments are closed.