www.samajalive.in
Tuesday, December 9, 2025
15.1 C
Bhubaneswar

ଖଜୁରୀକୁ ବତୁରାଇ ନା ଶୁଖିଲା ଖାଇଲେ ମିଳିବ ଅଧିକ ଲାଭ..

ଖଜୁରୀ ଏକ ପୁଷ୍ଟିଯୁକ୍ତ ଫଳ । ମାତ୍ର ଏହାକୁ କିଭଳି ସେବନ କରିବେ, ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଜାଣନ୍ତୁ..
ଖଜୁରୀରେ ଫାଇବର, ପୋଟାସିୟମ ଓ ଆଣ୍ଟି-ଅକ୍ସିଡାଣ୍ଟପ୍ରଚୁର ପରିମାଣରେ ରହିଛି । ଜଳଖିଆରେ ଏହାର ସେବନ ଏକ ଉତ୍ତମ ବିକଳ୍ପ । ଶୁଖିଲା ଖଜୁରୀ ଓ ପାଣିରେ ରାତି ସାରା ବତୁରାଇ ରଖିବା ଦ୍ୱାରା ଉଭୟ ପୁଷ୍ଟିଯୁକ୍ତ । ମାତ୍ର କେଉଁଟି ଅଧିକ ଲାଭଦାୟକ ଜାଣନ୍ତୁ..

ଶୁକ୍ର କରିବେ ରାଶି ପରିବର୍ତ୍ତନ ; ଏହି ରାଶିଙ୍କୁ ଦେବେ ଧନ, ବଦଳିବ ଭାଗ୍ୟ..

- Advertisement -

ଶୁଖିଲା ଖଜୁରୀରେ ପ୍ରାକୃତିକ ମିଠା ଅଧିକ ପରିମାଣରେ ଥାଏ । ଏଥିରେ ପ୍ରାୟ ୬୬-୮୦% ବିଭିନ୍ନ ପ୍ରକାର କାର୍ବୋହାଇଡ୍ରେଟ ରହିଥାଏ । ଏଥିରେ ଭିଟାମିନ୍‌ ଏ, ଭିଟାମିନ୍‌ କେ, ଭିଟାମିନ୍‌ ବି ଆଦି ପ୍ରଚୁର ମାତ୍ରାରେ ରହିଛି । ଶୁଖିଲା ଖଜୁରୀରେ ପୋଟାସିୟମ, ମାଗ୍ନେସିୟମ, ଆଇରନ ଭଳି ଖଣିଜ ମଧ୍ୟ ରହିଛି ।
ସେହିପରି ବତୁରାଇ ଯାଇଥିବା ଖଜୁରୀରେ ପାଣିର ମାତ୍ରା ଅଧିକ ଥାଏ । ଏଥିରେ ଶୁଖିଲା ଖଜୁରୀ ତୁଳନାରେ କାର୍ବୋହାଇଡ୍ରେଟ୍‌ ଓ କ୍ୟାଲୋରୀ କମ୍‌ ରହିଥାଏ ।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..


ଶୁଖିଲା ଖଜୁରୀ ଭଳି ବତୁରା ଯାଇଥିବା ଖଜୁରୀରେ ଭିଟାମିନ୍‌ ଏ, ଭିଟାମିନ୍‌ କେ, ଭିଟାମିନ୍‌ ବି, ପୋଟାସିୟମ, ମାଗ୍ନେସିୟମ, ଆଇରନ ଆଦି ରହିଥାଏ । ମାତ୍ର ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଅଧିକ ଥାଏ । ଏଥିରେ ଫାଇବର ମଧ୍ୟ ଅଧିକ ମାତ୍ରାରେ ଥାଏ ।
ଶୁଖିଲା ଓ ବତୁରା ଯାଇଥିବା ଖଜୁରୀକୁ ନିଜ ରୁଚି ଅନୁଯାୟୀ ଲୋକେ ଖାଇବାକୁ ପସନ୍ଦ କରି ଥାଆନ୍ତି । ଉଭୟ ସ୍ୱାସ୍ଥ୍ୟକର, ଦୈନନ୍ଦିନ ଖାଦ୍ୟରେ ସାମିଲ କରାଯାଇପାରିବ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories