ଦେଖନ୍ତୁ ଭିଡିଓ: ଆକାଶରୁ ଖସିଲା ବିରାଟ ଉଲ୍କାପିଣ୍ଡ
ସମାଜ ଡିଜିଟାଲ ଡେସ୍କ: ରାତି ଆକାଶରେ ଅନେକ ସମୟରେ ଉଲକାପାତ ଦେଖିବାକୁ ମିଳିଥାଏ। ହେଲେ ଏହାର ଦୃଶ୍ୟକୁ ସବୁବେଳେ କ୍ୟାମେରାରେ କଏଦ କରିବା ସମ୍ଭବ ହୋଇ ନ ଥାଏ। ଉଲକାପାତ ଏକ ବିରଳ ଦୃଶ୍ୟ, ଯାହା ସର୍ବଦା ଦେଖିବାକୁ ମିଳି ନ ଥାଏ। ଏବେ ସାମାଜିକ ଗଣମାଧ୍ୟମରେ ଉଲକାପାତର ଏକ ଭିଡିଓ ପ୍ରଘଟ ହେବାରେ ଲାଗିଛି। ଯେଉଁଥିରେ ଏକ ବିରାଟ ଉଲକାପିଣ୍ଡ ଆକାଶରୁ ପ୍ରଚଣ୍ଡ ଆଲୋକ ସହିତ ଖସୁଥିବାର ଦେଖାଯାଉଛି। ଜଣେ ବ୍ୟକ୍ତି ଏହାର ଚଳନ୍ତି ଚିତ୍ର ଉତ୍ତୋଳନ କରିଛନ୍ତି। ଏହି ଦୃଶ୍ୟଟି ଆମେରିକାର କେଣ୍ଟୁକି ସହରର।
WATCH: Meteor lights up the sky in Kentucky.
pic.twitter.com/HrLpC6LvKf— AZ Intel (@AZ_Intel_) August 23, 2024
Comments are closed.