www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଜଳୁଛି ବାଂଲାଦେଶ; ଭାରତ ସୀମାରେ ହାଇଆଲର୍ଟ, ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ..

ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ଆହୁରି ୩ଦିନ ବର୍ଷିବ..

- Advertisement -

ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ..

୧୯ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା, ୮ରୁ କମିପାରେ ବର୍ଷାର ପରିମାଣ..

ଭୁବନେଶ୍ଵର: ୫ ମହିଳାଙ୍କ ସ୍ଵାମୀ ସତ୍ୟଜିତ୍ ସାମଲଙ୍କର ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର..

୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ୟାପିଟାଲ ଥାନା ପୁଲିସ୍..

ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିବା ପରେ ଆଜିଠୁ ରିମାଣ୍ଡରେ ନେବ ପୁଲିସ୍..

ବାଂଲାଦେଶ ସ୍ଥିତି ନେଇ ଆଜି ଦିଲ୍ଲୀରେ ସର୍ବଦଳୀୟ ବୈଠକ..

ସ୍ଥିତି ଉପରେ ନଜର ରଖାଯାଇଥିବା କହିବେ ବୈଦେଶିକ ମନ୍ତ୍ରୀ..

ନିଟ୍ ପ୍ରଶ୍ନପତ୍ର ଲିକ ମାମଲା : ଓଡ଼ିଶାରୁ ଜଣେ ଗିରଫ..

ଭୁବନେଶ୍ୱରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କଲା ସିବିଆଇ..

ପୋଲାଭରମ ଗସ୍ତରେ ଯିବେ ବିଜେଡି ଟିମ୍‌‌..

ଭିଡିଓରେ ଦେଖନ୍ତୁ ମର୍ମନ୍ତୁଦ ଦୁର୍ଘଟଣା ; ଦ୍ରୁତ ଗତି ପାଇଁ..

ଟିମ୍‌‌ ଗଠନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ..

ଗିରଫ ହେଲେ କୋଟିପତି ଅତିରିକ୍ତ ମୁଖ୍ୟଯନ୍ତ୍ରୀ..

ଦୀର୍ଘ ଘଣ୍ଟା ଚଢାଉ ଓ ପଚରାଉଚରା ପରେ ଗିରଫ ହେଲେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ..

ନିମାପଡା ମୁଖ୍ୟ କେନାଲର ମୁରାରିପୁରରେ ୧୫ ଫୁଟର ଘାଇ..

ପ୍ରାୟ ୧୦ ଏକରରୁ ଅଧିକ ଚାଷ ଜମି ଜଳମଗ୍ନ , ବ୍ୟାପକ ଫସଲ ନଷ୍ଟ ହେବା ସମ୍ଭାବନା , ଚିନ୍ତାରେ ଚାଷୀ..

ବୁଧଙ୍କ ଓଲଟା ଚଳନ ଆରମ୍ଭ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ମିଳିବ ଧନ..

ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମଣିପୁର ଛକ ନିକଟରେ ଅଘଟଣ..

ଟ୍ରକ ପଛରେ ପିଟିହେଲା ବାଇକ, ଜଣେ ଗୁରୁତର..

ବଲାଙ୍ଗୀର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ..

ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ଭିତରେ ନବାନ୍ନ ଲାଗି..

ବଣାଇ ସହରରେ ଗୋଠଛଡା ଦନ୍ତାର ଉତ୍ପାତ..

ସହରର ବାଣେଶ୍ଵର ମନ୍ଦିରରେ ପଶିଲା ଦନ୍ତା ହାତୀ, ଲୋକେ ଭୟଭୀତ, ହାତୀ ଘଉଡାଇବାକୁ ବନ ବିଭାଗର ଉଦ୍ୟମ ଜାରି..

ଡେଙ୍ଗୁରୁ ଠିକ୍‌ ହେବା ପରେ ଏମିତି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ : ଖାଆନ୍ତୁ ଏସବୁ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories