ଡେଙ୍ଗୁରୁ ଠିକ୍‌ ହେବା ପରେ ଏମିତି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ : ଖାଆନ୍ତୁ ଏସବୁ..

ବର୍ଷା ଦିନେ ଡେଙ୍ଗୁ ରୋଗର ଭୟ ଅଧିକ ଥାଏ । ସମୟ ଅନୁଯାୟୀ ଏହାର ଚିକିତ୍ସା କରାନଗଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ରୋଗୀଙ୍କୁ ନିଜ ଖାଦ୍ୟରେ ଓ ଚିକିତ୍ସା ଉଭୟ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିଥାଏ । ଡେଙ୍ଗୁ ରୋଗରୁ ଠିକ୍‌ ହେବା ପରେ ଶରୀର ଉପରେ ଏହାର ପ୍ରଭାବ ଦେଖାଦେଇଥାଏ । ଡେଙ୍ଗୁରୁ ସୁସ୍ଥ ହେବା ପରେ କିଛି ଲୋକେ ଦୁର୍ବଳ ଅନୁଭବ … Continue reading ଡେଙ୍ଗୁରୁ ଠିକ୍‌ ହେବା ପରେ ଏମିତି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ : ଖାଆନ୍ତୁ ଏସବୁ..