ଭିଡିଓରେ ଦେଖନ୍ତୁ ମର୍ମନ୍ତୁଦ ଦୁର୍ଘଟଣା ; ଦ୍ରୁତ ଗତି ପାଇଁ..

ହାଇଦ୍ରାବାଦ : ତେଲେଙ୍ଗାନାର ଖମ୍ମାମରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ଚାଲି ଯାଇଛି ୩ ଜଣଙ୍କ ଜୀବନ । ଦ୍ରୁତ ଗତିରେ ବାଇକ୍‌ ଚଲାଇବା ଦ୍ୱାରା ବାଇକ ଆରୋହୀଙ୍କ ସହ ୩ ଜଣଙ୍କ ମୃତ୍ୟୁ ଘଟିଛି । ବାଇକଟି ଖୁବ୍‌ ଜୋରରେ ଆସି ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ … Continue reading ଭିଡିଓରେ ଦେଖନ୍ତୁ ମର୍ମନ୍ତୁଦ ଦୁର୍ଘଟଣା ; ଦ୍ରୁତ ଗତି ପାଇଁ..