www.samajalive.in
Friday, December 5, 2025
26.1 C
Bhubaneswar

ବୁଧଙ୍କ ଓଲଟା ଚଳନ ଆରମ୍ଭ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ମିଳିବ ଧନ..

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାଆନ୍ତି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ । ଗ୍ରହଙ୍କ ରାଜକୁମାର ବୁଧ ୫ ଅଗଷ୍ଟରେ ସିଂହ ରାଶିରେ ବକ୍ରି ହୋଇଛନ୍ତି । ବୁଧ ବକ୍ରି ହେବା ଦ୍ୱାରା କିଛି ରାଶି ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ।

ସିଂହ – ଗ୍ରହଙ୍କ ରାଜକୁମାର ବୁଧ ସିଂହ ରାଶିରେ ପ୍ରବେଶ କରିଛନ୍ତି । ଏହି ଚଳନ ଦ୍ୱାରା ସିଂହ ରାଶି ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ । ପଦନ୍ନୋତିର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ମିଳିବା ସହ ସଫଳତା ମିଳିବାର ବିଶେଷ ଯୋଗ ରହିଛି ।

- Advertisement -

ମିଥୁନ – ବୁଧଙ୍କ ଏହି ଚଳନ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଶୁଭଙ୍କର । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଚାକିରି କ୍ଷେତ୍ରରେ ପଦନ୍ନୋତି ଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଯାତ୍ରାର ଯୋଗ ରହିଛି । ବନ୍ଧୁ କିମ୍ବା ପରିବାରରୁ ଶୁଭ ଖବର ମିଳିବ ।

ଡେଙ୍ଗୁରୁ ଠିକ୍‌ ହେବା ପରେ ଏମିତି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ : ଖାଆନ୍ତୁ ଏସବୁ..

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କର ସଫଳତାର ଦ୍ୱାର ଖୋଲିବ । ବ୍ୟବସାୟରେ ଲାଭ ମିଳିବ । ନିବେଶ ପାଇଁ ଉତ୍ତମ ସମୟ ରହିଛି । ସଫଳତା ମିଳିବ । ପ୍ରେମ ଓ ବୈବାହିକ ଜୀବନ ପାଇଁ ସମୟ ଅନୁକୂଳ ରହିଛି ।

ଧନୁ – ଧନୁ ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ସାଥ୍‌ ମିଳିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ସଫଳତାର ଯୋଗ ରହିଛି । ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବ । ଧନ ନିବେଶ କରି ଲାଭବାନ୍‌ ହେବେ ।

ଅଗଷ୍ଟରେ ହେବ ୩ଟି ରାଜଯୋଗ : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ସବୁକିଛି..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories