www.samajalive.in
Sunday, December 7, 2025
14.1 C
Bhubaneswar

ରିମାଣ୍ଡରେ ଯିବେ ୫ ମହିଳାଙ୍କ ସ୍ଵାମୀ ସତ୍ୟଜିତ୍

ଭୁବନେଶ୍ଵର: ୫ ମହିଳାଙ୍କ ସ୍ଵାମୀ ସତ୍ୟଜିତ୍ ସାମଲଙ୍କର ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ଏହି ସଂଖ୍ୟା ୫ରେ ସୀମିତ ନା ଅଧିକ ତାକୁ ନେଇ ଖୋଳତାଡ କରିବାକୁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ୍ । ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ୟାପିଟାଲ ଥାନା ପୁଲିସ୍। ତେବେ ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିବା ପରେ ଆଜିଠୁ ତାଙ୍କୁ ରିମାଣ୍ଡ ରେ ନିଆଯିବ। ୫ ମହିଳାଙ୍କୁ ବିବାହ କରିବା ସହ ୪୯ ମହିଳାଙ୍କ ସହ ସମ୍ପର୍କରେ ଥିଲେ ସତ୍ୟଜିତ୍। ଭୁବନେଶ୍ଵର ଚନ୍ଦ୍ରଶେଖରପୁରରେ ରହୁଥିବା ସତ୍ୟଜିତ୍ ସାମଲଙ୍କ ବିରୋଧରେ ଏକାଧିକ ମହିଳାଙ୍କ ଏତଲା ଆଧାରରେ କମିଶନରେଟ୍ ପୁଲିସ୍ ଗିରଫ କରିଥିଲା।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories