www.samajalive.in
Saturday, December 6, 2025
26.1 C
Bhubaneswar

ରେଳ ବଜେଟରେ ରାଜ୍ୟକୁ ମିଳିଛି ୧୦ ହଜାର ୫୮୬ କୋଟି

ଡେସ୍କ: ୨୦୨୪-୨୫ ଆର୍ଥିକ ବଜେଟ ଆଗତ ହେବାର ଗୋଟିଏ ଦିନ ପରେ ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ୧୦ ହଜାର ୫୮୬ କୋଟି ଟଙ୍କା ଅନୁଦାନ ମିଳିଛି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ୟୁପିଏ ସରକାର ତୁଳନାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ୧୨ ପ୍ରତିଶତ ଅଧିକ ଅନୁଦାନ ଦେଉଛନ୍ତି। ୟୁରିଏ ସରକାର ମାତ୍ର ୮୩୮ କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ ଏବେ ଓଡିଶାକୁ ୧୦ ହଜାର ୫୮୬ କୋଟି ଟଙ୍କା ଅନୁଦାନ ଦିଆଯାଇଛି।

ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁhttps://samajalive.in/nepal-flight-accident-update/581861.html

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁhttps://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ମୋବାଇଲରେ ବ୍ରେକିଙ୍ଗ ନ୍ୟୁଜ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/KFZtE3qCNBI3dK6r9zxOSW

 

ଶ୍ରୀ ବୈଷ୍ଣବ କହିଛନ୍ତି, ରାଜ୍ୟରେ ଏବେ ୪୦ଟି ରେଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ସେହି ୪୦ଟି ପ୍ରକଳ୍ପରେ ୫୪ ହଜାର ୪୩୪ କୋଟି ଟଙ୍କା ବିନିଯୋଗ ହେବ। ଗତ ୧୦ ବର୍ଷରେ ରାଜ୍ୟରେ ୪୨୭ଟି ଫ୍ଲାଏ ଓଭର ଓ ଅଣ୍ଡର ପାସ ନିର୍ମାଣ ହୋଇଥିବା ବେଳେ ଶତ ପ୍ରତିଶତ ବିଦ୍ୟୁତିକରଣ କାର୍ଯ୍ୟ ସରିଛି। ଅନ୍ୟପକ୍ଷରେ ଓଡିଶାର ୫୯ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ କରାଯାଉଥିବା ଶ୍ରୀ ବୈଷ୍ଣବ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories