www.samajalive.in
Monday, December 15, 2025
24.1 C
Bhubaneswar

ଏଥର ନୂଆ ଆୟକର ରିଟର୍ଣ୍ଣ ଫର୍ମ

ନୂଆଦିଲ୍ଲୀ, ୨୦୧୮-୧୯ ନିର୍ଦ୍ଧାରଣ ବର୍ଷ(ଆସେସ୍‌ମେଣ୍ଟ ଇୟର)ର ଆୟକର ରିଟର୍ଣ୍ଣ ଦାଖଲ ପାଇଁ ନୂଆ ଫର୍ମ ଆସିଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଦ୍ୱାରା ଜାରି ହୋଇଥିବା ଏହି ଫର୍ମରେ କେତେକ ତଥ୍ୟକୁ ବାଧ୍ୟତାମୂଳକ କରାଯାଇଛି । ବେତନଭୋଗୀମାନେ ସେମାନଙ୍କ ଦରମାର ସବିଶେଷ ତଥ୍ୟ ଉଲ୍ଲେଖ କରିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ବ୍ୟବସାୟୀମାନେ ଜିଏସ୍‌ଟି ନମ୍ବର ଓ ବାର୍ଷିକ କାରବାର ବିବରଣୀ ତଥ୍ୟ ଦେବାକୁ ପଡ଼ିବ । ଅପରପକ୍ଷରେ ଫର୍ମ ଦାଖଲ ପ୍ରକ୍ରିୟାରେ ବିଶେଷ କଛି ପରିବର୍ତ୍ତନ କରାଯାଇନାହିଁ । ଆଇଟି ରିଟର୍ଣ୍ଣର୍ର୍ର ଶେଷ ତାରିଖ ୩୧, ଜୁଲାଇ ରହିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories