www.samajalive.in
Monday, December 15, 2025
17.1 C
Bhubaneswar

ବଲିଉଡକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି ସାରା ତେନ୍ଦୁଲକର!

ମୁମ୍ବଇ : କିମ୍ବଦନ୍ତୀ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଅନେକ ସମୟରେ ଚର୍ଚ୍ଚାରେ ରହି ଥାଆନ୍ତି । ନିକଟରେ ଭାଇରାଲ ହେଉଥିବା ସାରାଙ୍କ ଏକ ପୋଷ୍ଟ ଦେଖି ପ୍ରଂଶସକ ସେ ବଲିଉଡ୍‌ ଡେବ୍ୟୁ ବିଷୟରେ ଆଲୋଚନା କରୁଛନ୍ତି । ଏହି ଭିଡିଓରେ ସାରା ଏକ ନୀଳ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ପ୍ରଂଶସକ ଏହି ପୋଷାକରେ ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି ।
ସାରାଙ୍କର ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଏକ ଷ୍ଟୁଡିଓ ବାହାରର ବୋଲି ଜଣାପଡିଛି। ନିକଟରେ ସାରା ତେନ୍ଦୁଲକର ବଲିଉଡରେ ଡେବ୍ୟୁ କରିବା ନେଇ ଖବର ସାମ୍ନାକୁ ଆସିଥିଲା । ସେ ବଲିଉଡରେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିବାକୁ ଇଚ୍ଛା ରଖିଛନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି ।

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନରେ ଯୁବକଙ୍କ ଷ୍ଟଣ୍ଟ, ହେଲା ଏମିତି..

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories