ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନରେ ଯୁବକଙ୍କ ଷ୍ଟଣ୍ଟ, ହେଲା ଏମିତି..

ନୂଆଦିଲ୍ଲୀ : ଟ୍ରେନ୍‌ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନିଶ୍ଚୟ ଦେଖିଥିବେ । କିଛି ଭିଡିଓରେ ଦେଖାଯାଏ, ଲୋକେ ଚଳନ୍ତା ଟ୍ରେନ୍‌ ରୁ ବାହାରକୁ ଡେଇଁ ଥାଆନ୍ତି । ବିଶେଷ କରି ପ୍ଲାଟଫର୍ମ ଆସିବା ମାତ୍ରେ ଟ୍ରେନରୁ ବାହାରକୁ ଆସି ଝୁଲିବା ଭଳି ରହି ଥାଆନ୍ତି । ଏଭଳି କରିବା ଦ୍ୱାରା ଅନେକ ସମୟରେ ବିପଦରେ ପଡିବା ସହ ଜୀବନହାନୀ ମଧ୍ୟ ହୋଇଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ … Continue reading ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନରେ ଯୁବକଙ୍କ ଷ୍ଟଣ୍ଟ, ହେଲା ଏମିତି..