ମହାନଦୀରେ ନାବାଳକକୁ ଟାଣିନେଲା କୁମ୍ଭୀର
![](https://samajalive.in/wp-content/uploads/2022/10/breaking-news-650x430.jpeg)
ଅନୁଗୁଳ: ସାତକୋଶିଆ ଗଣ୍ଡ ନିକଟ ଟିକରପଡା ଗାଁରେ ଅଘଟଣ । ନାବାଳକ ଜଣକ ମହାନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଛି । ମୃତ ନାବାଳକ ଘାଟସାହିର ସମୀର ନାଏକ । ତାଙ୍କ ବୟସ ୮ବର୍ଷ ହେବ ବୋଲି ସୂଚନା ମିଳିଛି ।

Comments are closed.