www.samajalive.in
Saturday, December 6, 2025
26.1 C
Bhubaneswar

ଏପ୍ରିଲ ୨୨ରେ ସୁଭଦ୍ରା କିସ୍ତି, ଏବେ ହେବନି ନୂଆ ଆବେଦନ: ପ୍ରଭାତୀ ପରିଡା

ଭୁବନେଶ୍ଵର: ସର୍ଭେ ପରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତିି । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ। ରବିବାର ସୁଦ୍ଧା ୧ ଲକ୍ଷ ୭୦ ହଜାର ଲୋକ ନୂଆ ଆବେଦନ କରିଛନ୍ତି। ୨୨ ଏବଂ ୨୩ ତାରିଖରେ ନୂତନ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁ ଯୋଗ୍ୟ , ସେମାନେ ସୁଭଦ୍ରା ଟଙ୍କା ପାଇବେ। ଆହୁରି ମଧ୍ୟ ସେ କହିଛନ୍ତି ଏବେ ନୂଆ କରି ସୁଭଦ୍ରା ଆବେଦନ କରିହେବନି। ୧ କୋଟି ହିତାଧିକାରୀଙ୍କ ମଧ୍ୟରୁ ୧ ଲକ୍ଷ ମହିଳା ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି। ସେହି ୧ ଲକ୍ଷ ଓ ନୂତନ ୧ ଲକ୍ଷ ୭୦ ହଜାରରୁ ବାଦ ପଡିଲେ ସର୍ଭେ ହେବ। ଘରକୁ ଘର ବୁଲି ବାଦ ପଡିଥିବା ସମସ୍ତଙ୍କର ସର୍ଭେ କରାଯିବ। ଏପ୍ରିଲ ୧୪ ତାରିଖ ପରେ ଘରକୁ ଘର ବୁଲି ସର୍ଭେ ହେବ। କାହିଁକି ପ୍ରଥମ ପରେ ଦ୍ଵିତୀୟ କିସ୍ତରୁ ବାଦ ପଡିଲେ , ସାମୁହିକ କାର୍ଯ୍ୟ ହେବ। ତୃତୀୟ କିସ୍ତି ପରେ ୨୧ ବର୍ଷର ହୋଇଥିଲେ, ପୁଣି ସୁଭଦ୍ରା ଓପନ ହେବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories