Browsing Tag

anugul news

ମହାନଦୀରେ ନାବାଳକକୁ ଟାଣିନେଲା କୁମ୍ଭୀର

ଅନୁଗୁଳ: ସାତକୋଶିଆ ଗଣ୍ଡ ନିକଟ ଟିକରପଡା ଗାଁରେ ଅଘଟଣ । ନାବାଳକ ଜଣକ ମହାନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଛି । ମୃତ ନାବାଳକ ଘାଟସାହିର ସମୀର ନାଏକ । ତାଙ୍କ ବୟସ ୮ବର୍ଷ ହେବ ବୋଲି ସୂଚନା ମିଳିଛି…
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଓଡ଼ିଶାରେ ବିଜେପି ସରକାର ଆସିଲେ ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ହେବ

ଅନୁଗୋଳ: ଅନୁଗୋଳ ଜନସମାବେଶରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଚାଷୀମାନଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର ଚାଷୀମାନେ ଅବହେଳିତ ଅବସ୍ଥାରେ ରହିଥିବାରୁ ଏଥର ବିଜେପି ସରକାର ଆସିଲେ ଧାନ…
Read More...

ଅନୁଗୋଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର: ‘ସାରା ଦେଶବାସୀ ମୋଦୀ ସରକାରକୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି’

ଅନୁଗୋଳ: ସାରା ଦେଶବାସୀ ମୋଦୀ ସରକାରକୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି। ଓଡ଼ିଶାର ପୁରପଲ୍ଲୀରେ ବି ଗୋଟିଏ ନାରା ଗୁଞ୍ଜରିତ ହେଉଛି। ଏଥର ରାଜ୍ୟରେ ହେବ ଡବଲ ଇଞ୍ଜିନ ସରକାର। ବିଜେଡି ସରକାରକୁ ସୁଯୋଗ ମିଳିଥିଲା, ଏବେ…
Read More...