www.samajalive.in
Saturday, December 6, 2025
14.1 C
Bhubaneswar

ଆଜିଠୁ ଅଲ ଇଣ୍ଡିଆ ପୁଲିସ୍‌ ହକି ଚାମ୍ପିୟନସିପ: ଉଦଘାଟନ କଲେ ପୁଲିସ୍‌ ଡିଜି

ଭୁବନେଶ୍ଵର: ଆଜିଠୁ ୭୩ତମ ଅଲ୍ ଇଣ୍ଡିଆ ପୁଲିସ୍ ହକି ଚାମ୍ପିୟନସିପ୍ । କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଏହାକୁ ଉଦଘାଟନ କରିଛନ୍ତି ପୁଲିସ୍ ଡିଜି ଓ୍ବାଇ ବି ଖୁରାନିଆ। ଦେଶର ବିଭିନ୍ନ ରାଜ୍ୟରୁ ପୁଲିସ୍ ହକି ଟିମ୍ ମ୍ୟାଚ ଖେଳିବେ । ଉଭୟ ପୁରୁଷ ଏବଂ ମହିଳା ପୁଲିସ୍ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିବେ।  ଏହା ସହ ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଆଇଟିବିପିର ଟିମ ମଧ୍ୟ ଯୋଗ ଦେବେ । ଗତକାଲି ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଅନୁଷ୍ଠାନିକ ଭାବେ ପୋଲିସ ହକି ଚାମ୍ପିୟାନସିପ  ୨୦୨୫ ର କର୍ଟନ ରେଜର ଓ ମାସ୍କଟ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories