www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡ଼ିଓ: ବିମାନବନ୍ଦର ଛାତରୁ ମୁସଳଧାରାରେ ଗଳୁଛି ବର୍ଷା ପାଣି

ନୂଆଦିଲ୍ଲୀ: ଏ ହେଉଛି ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଦୃଶ୍ୟ । ବର୍ଷା ହେବା ପରେ ଏଠାରେ ପରିସ୍ଥିତି କିଭଳି ରହିଛି ତାହା ଆପଣ ଏହି ଭିଡ଼ିଓ ଦେଖିଲେ ଭଲ ଭାବରେ ବୁଝିପାରିବେ । ପ୍ରବଳ ବର୍ଷା ହେବା ପରେ ବିମାନବନ୍ଦରର ଛାତରୁ ମୁସଳଧାରାରେ ପାଣି ଗଳୁଥିବା ଦେଖିବାକୁ ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories