www.samajalive.in
Monday, December 15, 2025
14.1 C
Bhubaneswar

ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..

ବୁଧ ଗ୍ରହ ନିଜ ଘର ମିଥୁନ ରାଶିରେ ୧୪ ଜୁନରେ ପ୍ରବେଶ କରିଛନ୍ତି। ମାତ୍ର ବୁଧ ଅସ୍ତ ଅବସ୍ଥାରେ ରହିଥିଲେ। ଏବେ ୨୭ ଜୁନରୁ ବୁଧ ଉଦୟ ହେବେ। ବୁଧ ଗ୍ରହଙ୍କୁ ବ୍ୟବସାୟ, ବାଣୀ ଓ ବୁଦ୍ଧିର କାରକ ବୋଲି କୁହାଯାଏ। ତେଣୁ ବୁଧ ଗ୍ରହ ଉଦୟ ହେବା ମାତ୍ରେ ସମସ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ପଡିଥାଏ। ମାତ୍ର କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ବିଶେଷ କୃପା ପ୍ରାପ୍ତି ହେବ। ଜାଣନ୍ତୁ..

ମିଥୁନ – ନିଜ ରାଶିରେ ଉଦୟ ହେବା କାରଣରୁ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କର ଭାବି ଥିବା ଯୋଜନା ସଫଳ ହେବ। କର୍ମକ୍ଷେତ୍ରକୁ ନେଇ ସନ୍ତୁଷ୍ଟ ରହିବେ। ଲୋକପ୍ରିୟତା ହାସଲ କରିବେ। ପଦନ୍ନୋତି ସହ ଦରମା ବୃଦ୍ଧି ହୋଇପାରେ। ଆର୍ଥିକ କ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ। ଅବିବାହିତ ଯୁବକ, ଯୁବତୀଙ୍କ ବିବାହ ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ।

୨୦୨୫ ପୂର୍ବରୁ ଏହି ରାଶିଙ୍କୁ କୋଟିପତି କରିବେ ଶନି ଦେବତା..

- Advertisement -

ସିଂହ – ଏହି ରାଶିଙ୍କ କର୍ମ ସ୍ଥାନରେ ବୁଧ ଗ୍ରହ ଉଦୟ ହେବାରୁ ଚାକିରି ଓ ବ୍ୟବସାୟ ଉଭୟରେ ସଫଳତା ପ୍ରାପ୍ତି ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ନୂତନ ଚାକିରିର ଯୋଗ ରହିଛି। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହୋଇପାରେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭବାନ୍ ହେବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ।

କନ୍ୟା – ବୁଧ କନ୍ୟା ରାଶିଙ୍କର ସ୍ୱାମୀ। କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଲାଭ ମିଳିବ। ଚାକିରିରେ ପଦନ୍ନୋତି ସହ ଦରମା ବୃଦ୍ଧି ହେବ। ଚାକିରି ନଥିବା ବ୍ୟକ୍ତି ବିଶେଷଙ୍କୁ ଚାକିରି ମିଳିବ। ବ୍ୟବସାୟରେ ଉନ୍ନତି ସହ ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ।

ତୁଳା – ବୁଧଙ୍କର ଉଦୟ ହେବା ତୁଳା ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ। ଯେଉଁମାନେ ଚାକିରିରେ ପରିବର୍ତ୍ତନ କରିବାକୁ ଇଚ୍ଛା ସେମାନଙ୍କୁ ମଧ୍ୟ ଲାଭ ମିଳିବ। ବ୍ୟବସାୟୀ ଲାଭବାନ୍ ହେବେ। ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ସହ ବିଦ୍ୟାର୍ଥୀ ଲାଭବାନ୍ ହେବେ।

କୁମ୍ଭ – କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଲାଭ ମିଳିବ। ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ। ସନ୍ତାନଙ୍କ ସହ ଜଡିତ ଶୁଭ ଖବର ମିଳିବ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ।

ଡିଡିଏମଏ ନିର୍ଦ୍ଦେଶାବଳୀ : ଗ୍ରୀଷ୍ମ ପ୍ରବାହରେ ମଦ, ଚା’, ମୃଦ୍ୟୁ ପାନୀୟ ପିଇଲେ ମାନେ,କିଭଳି ନେବେ ନିଜର ଯତ୍ନ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories