ଡିଡିଏମଏ ନିର୍ଦ୍ଦେଶାବଳୀ : ଗ୍ରୀଷ୍ମ ପ୍ରବାହରେ ମଦ, ଚା’, ମୃଦ୍ୟୁ ପାନୀୟ ପିଇଲେ ମାନେ,କିଭଳି ନେବେ ନିଜର ଯତ୍ନ

ନୂଆଦିଲ୍ଲୀ : ଉତ୍ତର ଓ ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ଭୀଷଣ ଖରାର ପ୍ରକୋପ ଓ ଗୁଳୁଗୁଳି ଜାରି ରହିଛି। ରାତିରେ ସାମାନ୍ୟରୁ ଅଧିକ ଗରମ ଅନୁଭବ ହେଉଥିବାରୁ ଲୋକେ ବ୍ୟସ୍ତତା ଅନୁଭବ କରିବା ସହ ଚିନ୍ତା ବଢାଇ ଦେଇଛି। ଦିଲ୍ଲୀ ଏନସିଆର ସହ ଅନ୍ୟ କେତେକ ସ୍ଥାନରେ ଭୀଷଣ ଗରମ ଅନୁଭୂତ ହେଉଥିବାରୁ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ଦିଲ୍ଲୀରେ ଗତ ୨ ଦିନ ପୂର୍ବରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୌତ୍ତମବୁଦ୍ଧ … Continue reading ଡିଡିଏମଏ ନିର୍ଦ୍ଦେଶାବଳୀ : ଗ୍ରୀଷ୍ମ ପ୍ରବାହରେ ମଦ, ଚା’, ମୃଦ୍ୟୁ ପାନୀୟ ପିଇଲେ ମାନେ,କିଭଳି ନେବେ ନିଜର ଯତ୍ନ