୨୦୨୫ ପୂର୍ବରୁ ଏହି ରାଶିଙ୍କୁ କୋଟିପତି କରିବେ ଶନି ଦେବତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବତାଙ୍କୁ ନ୍ୟାୟର ଦେବତା ଓ କର୍ମଫଳଦାତା କୁହାଯାଏ। ଅର୍ଥାତ ଶନି କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାଆନ୍ତି। ଭୁଲ୍ କାମ କଲେ ଶନି ଦେବତା ଅସନ୍ତୁଷ୍ଟ ହେବା ସହ କ୍ରୋଧ କରି ଥାଆନ୍ତି। ଭଲ କର୍ମର ଶୁଭ ଫଳ ପ୍ରଦାନ କରି ଥାଆନ୍ତି। ଶନି ଦେବତା ୨୯ ଜୁନ୍ ୨୦୨୪ରେ କୁମ୍ଭ ରାଶିରେ ଚଳନ କରିବା ସହ ବକ୍ରୀ ହେବାକୁ ଯାଉଛନ୍ତି। ଶନିଙ୍କ ବକ୍ରୀ ଚଳନ ୨୦୨୫ରେ ମଧ୍ୟ ରହିବ। ଶନି … Continue reading ୨୦୨୫ ପୂର୍ବରୁ ଏହି ରାଶିଙ୍କୁ କୋଟିପତି କରିବେ ଶନି ଦେବତା..