www.samajalive.in
Monday, December 15, 2025
24.1 C
Bhubaneswar

ପାଟଣା ନିର୍ବାଚନ ମଣ୍ଡଳୀରେ ୮୦.୯୯ ପ୍ରତିଶତ ମତଦାନ

ପାଟଣା: ରାଜ୍ୟର ୨୩ ନଂ ପାଟଣା ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନ ପାଇଁ ପାଟଣା ବ୍ଲକର ୨୦, ସାହାରପଡା ବ୍ଲକର ୨୦, ଝୁମ୍ପୁରା ବ୍ଲକର ୧୦ ଓ ଚମ୍ପୁଆ ବ୍ଲକର ୬ଟି ପଞ୍ଚାୟତ ଅଞ୍ଚଳକୁ ମିଶାଇ ମୋଟ ୫୬ଟି ପଞ୍ଚାୟତ ଇଲାକାରେ ୨୭୩ଟି ବୁଥ ସ୍ଥାପନ କରାଯାଇଥିଲା। ନିର୍ବାଚନ ସମୟରେ ପ୍ରବଳ ଖରା ଓ କାଳବୈଶାଖୀ ବର୍ଷା ସତ୍ୱେ ୮୦.୯୯ ପ୍ରତିଶତ ମତଦାନ ହେବା ଘଟଣା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ବୁଦ୍ଧିଜୀବୀ ମାନେ ମତଦେଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୧ଲକ୍ଷ ୭୩ହଜାର ୪୨୭ ଜଣ ଭୋଟ ଦେଇଥିବା ବେଳେ ଏମାନଙ୍କ ମଧ୍ୟରେ ୮୪ ହଜାର ୯୫୫ ଜଣ ପୁରୁଷ ଓ ୮୮ ହଜାର ୪୭୧ ଜଣ ମହିଳା ଭୋଟର ଏବଂ ଜଣେ ତୃତୀୟ ଲିଙ୍ଗି ଭୋଟ ଦେଇଛନ୍ତି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories