www.samajalive.in
Monday, December 15, 2025
14.1 C
Bhubaneswar

ଚାଣକ୍ୟ ନୀତି : ବାସ୍ ଏହି ଗୋଟିଏ ଉପାୟରେ ସବୁବେଳେ ରହିବେ ସୁସ୍ଥ ଓ ନିରୋଗ..

ସଭିଁଙ୍କ ଇଚ୍ଛା ସେମାନଙ୍କ ଶରୀର ସୁସ୍ଥ ରହୁ। ଶରୀର ରୋଗ ଠାରୁ ଦୂରେଇ ରହୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଗୋଟିଏ ଶିକ୍ଷା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହି ଗୋଟିଏ ଉପାୟ ଦ୍ୱାରା ଶରୀରକୁ ସମସ୍ତ ରୋଗରୁ ଦୂରେଇ ରଖିପାରିବେ।
ଆଚର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଭୋଜନ ସମ୍ପୂର୍ଣ୍ଣ ହଜମ ହେବା ପରେ ହିଁ ୨ଥର ଭୋଜନ କରିବା ଉଚିତ୍। ଏଭଳି କରୁଥିବା ବ୍ୟକ୍ତି ବିଶେଷ ସର୍ବଦା ନିରୋଗ ରୁହନ୍ତି।

ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ ଯୋଗ, କେଉଁ ରାଶିରେ ରହିବ କି ପ୍ରଭାବ, ଏହି ରାଶିଙ୍କ ଭାଗ୍ୟ ଚମକିବ.. 

- Advertisement -

ମନୁଷ୍ୟ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ନହେବା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଏ।
ଆଚର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବ୍ୟକ୍ତିଙ୍କୁ ସର୍ବଦା ନିଜ କ୍ଷମତାରୁ ଅଧିକ ଭୋଜନ କରିବା ଉଚିତ୍ ନୁହେଁ। ଅନେକ ସମୟରେ ଦେଖାଯାଏ ଲୋକେ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ସେବନ କରି ଥାଆନ୍ତି। ଫଳରେ ତାଙ୍କୁ ବ୍ୟତିବ୍ୟସ୍ତ ଲାଗିବା ସହ ଖାଦ୍ୟ ସଠିକ୍ ଭାବେ ହଜମ ନହୋଇ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ। ଆବଶ୍ୟକତା ଠାରୁ ଅଧିକ ଭୋଜନ କଲେ, ଶରୀର ସର୍ବଦା ରୋଗଗ୍ରସ୍ତ ହୋଇ ଥାଏ। ତେଣୁ ଭୋଜନ ସହ ଏହି ଭୁଲ୍ ଆଦୌ କରିବା ଉଚିତ୍ ନୁହେଁ।
ସେହିପରି ଭୋଜନ କରିବାର ତୁରନ୍ତ ପରେ ପାଣି ପିଇବା ଉଚିତ୍ ନୁହେଁ। ଏହି ଅଭ୍ୟାସକୁ ତୁରନ୍ତ ବଦଳାଇ ଦିଅନ୍ତୁ। କିଛି ସମୟ ପରେ ପାଣି ପିଅନ୍ତୁ।

ଦେଖନ୍ତୁ ଭିଡିଓ ; ବିଲେଇ ଆଗରେ ନାଚିଲା ଶୁଆ, ଆଉ ତା’ପରେ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories