ମିଳିନି ଆଶ୍ୱସ୍ତି; ଦିନ ସାଢେ ୨ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଶୁକ୍ରବାର ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରର ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୧ ଡ଼ିଗ୍ରୀ, ହୀରାକୁଦ ୪୧.୮, ଭୁବନେଶ୍ୱର ୪୧.୬ ଡ଼ିଗ୍ରୀ, ରାଉରକେଲା ୪୦.୬, ବାଲେଶ୍ୱର ୩୯.୮, ଚାନ୍ଦବାଲି ୩୮.୨, ଗୋପାଳପୁର ୩୫, ପାରାଦୀପ ୩୪.୬, ପୁରୀ ୩୫.୩ ଡ଼ିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ସମ୍ବଲପୁର: ୪୨.୫ ଡ଼ିଗ୍ରୀ
ଝାରସୁଗୁଡା: ୪୨.୧ ଡ଼ିଗ୍ରୀ
ହୀରାକୁଦ: ୪୧.୮ ଡ଼ିଗ୍ରୀ
ଭୁବନେଶ୍ୱର : ୪୧.୬ ଡ଼ିଗ୍ରୀ
ରାଉରକେଲା: ୪୦.୬ ଡ଼ିଗ୍ରୀ
ବାଲେଶ୍ୱର: ୩୯.୮ ଡ଼ିଗ୍ରୀ
ଚାନ୍ଦବାଲି: ୩୮.୨ ଡ଼ିଗ୍ରୀ
ଗୋପାଳପୁର: ୩୫ ଡ଼ିଗ୍ରୀ
ପାରାଦୀପ: ୩୪.୬ ଡ଼ିଗ୍ରୀ
ପୁରୀ: ୩୫.୩ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) May 3, 2024
#୨୪ଘଣ୍ଟାର ବ୍ରେକ ପରେ ପୁଣି #୪୦ଡ଼ିଗ୍ରୀ ଅତିକ୍ରମ କଲା #ରାଜଧାନୀ ତାତି
ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ #ଭୁବନେଶ୍ୱର ରେ ୪୧.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ
— Meteorological Centre, Bhubaneswar (@mcbbsr) May 3, 2024
Comments are closed.