ଆଉ ଦିନକ ପାଇଁ ବଢିଲା କଟକ ବାଲିଯାତ୍ରା ଅବଧି

କଟକ : ଆଉ ଗୋଟିଏ ଦିନ ପାଇଁ କଟକ ବାଲିଯାତ୍ରା ଅବଧି ବଢିଛି । ନଭେମ୍ବର ୧୫ରୁ ଆୟୋଜିତ ବାଲିଯାତ୍ରା ନବମ ଦିନରେ ଉଦଯାପନ ହେବ । ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ବାଲିଯାତ୍ରା ୨୩ ତାରିଖରେ ଉଦଯାପିତ ହେବ । ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦେଖି ମୁଖ୍ୟମନ୍ତ୍ରୀ ଆଉ ଦିନକ ପାଇଁ ଅବଧି ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ।

Comments are closed.