www.samajalive.in
Tuesday, December 9, 2025
16.1 C
Bhubaneswar

ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ମିଶିରି’

ଭୁବନେଶ୍ବର : ନିର୍ମଲ୍ ଜୈସୱାଲ୍ ପ୍ରଡ଼କସନ୍ , ରିଲ୍ସ ଏନ ରିଲ୍ସ ଏବଂ ଏ ଏ ଏଣ୍ଟରଟେଣ୍ଟମେଣ୍ଟ ଦ୍ବାରା ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର “ମିଶିରି’ର ରିଳିଜ ତାରିଖ ଘୋଷଣା କାର୍ଯ୍ୟକ୍ରମ ପ୍ରେସିଡେନ୍ସି ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ନିର୍ମଲ୍ ଜୈସୱାଲ୍ , ସହ ପ୍ରଯୋଜକ ସ୍ଥିତ ପଟ୍ଟନାୟକ ଏବଂ ଆକାଂକ୍ଷା ପାଢୀ, ଲେଖକ ଶିବା, ନିର୍ଦ୍ଦେଶକ ଶିଶିର ପିନାକୀ, ସଙ୍ଗୀତ – ଅଭିଷେକ, ଇଶାନ,କୌଶିକ,ପ୍ରଚାର ଓ ପ୍ରସାର ମୁଖ୍ୟ ଅଭିଜିତ ସିଂ, ଅଭିନେତା ଭିଭାସ ପ୍ରସନଜିତ, ଅଭିନେତ୍ରୀ ରୂପଶ୍ରୀ ଉପସ୍ଥିତ ଥିଲେ ।

- Advertisement -

ମିଶିରି ସିନେମାଟି ଏକ ରୋମାଣ୍ଟିକ ଫିଲ୍ମ ହୋଇଥିବାବେଳେ ଏହାର ହୃଦୟସ୍ପର୍ଶୀ କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ। ସିନେମାର କାହାଣୀରେ ବିଭିନ୍ନ ମୋଡରେ ଭରି ରହିଥବା ଟ୍ଵିଷ୍ଟ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିବ । ମିଶିରି ଚଳଚ୍ଚିତ୍ର ଯୁବପିଢିଙ୍କୁ ପସନ୍ଦ ଆସିବ ବୋଲି ଏହାର ନିର୍ମାତା କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories