mission shakti banner

୫୭ କିଲୋ ଗଞ୍ଜେଇ ଜବତ, ଦୁଇ ବିହାରୀ ଯୁବକ ଗିରଫ

nua o banner
0

ବ୍ରହ୍ମପୁର: ରାଜ୍ୟ ବାହାରକୁ ଚୋରାରେ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ।
ଗଜପତି ଜିଲ୍ଲାର ମୋହନ ଅଞ୍ଚଳରୁ ଟ୍ରେନ ଯୋଗେ ବିହାର ଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।
ଵ୍ରହ୍ମପୁର ରେଳ ଷ୍ଟେସନରେ ହୋଇଥିଲା ଏହି ଚଢ଼ାଉ। ଦୁଇଜଣ ବିହାରୀ ଯୁବକ ଗିରଫ। ସେମାନଙ୍କ ଠାରୁ ୫୭ କିଲୋ ଗଞ୍ଜେଇ ଜବତ ହୋଇଛି।
ଗିରଫ ଦୁଇ ଗଞ୍ଜେଇ ଚାଲାଣକାରୀ ଯୁବକଙ୍କୁ କୋର୍ଟ ଚାଲାଣ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ।

Leave A Reply