nua o banner

ଜଳୁଛି ରାଜଧାନୀ ; ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ..

BSKY banner  750×100

ଭୁବନେଶ୍ୱର : ଜଳୁଛି ରାଜଧାନୀ। ରେକର୍ଡ ଭାଙ୍ଗୁଛି ତାପମାତ୍ରା। ଗୁରୁବାର ଭୁବନେଶ୍ୱରର ତାପମାତ୍ରା ସାଢେ ୨ଟା ସୁଦ୍ଧା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୬, ବାଲେଶ୍ୱର ୪୨.୨, ସମ୍ବଲପୁର ୪୧.୭, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨, କେନ୍ଦୁଝର ୪୦.୯ ଏବଂ ରାଉକେଲା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।

ହ୍ୱାଟ୍ସଆପ୍ ଆଣିଲା ବଡ ଅପଡେଟ୍ ; ଏସବୁ ବଦଳିବ,ଯୋଡି ହେଲା ନୂଆ ଦମଦାର୍ ଫିଚର୍..

Comments are closed.