ହ୍ୱାଟ୍ସଆପ୍ ଆଣିଲା ବଡ ଅପଡେଟ୍ ; ଏସବୁ ବଦଳିବ,ଯୋଡି ହେଲା ନୂଆ ଦମଦାର୍ ଫିଚର୍..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ଆଣିଛି ଏକ ନୂଆ ଦମଦାର୍ ଫିଚର୍। ଯାହା ଉପଭୋକ୍ତାଙ୍କ ପାଇଁ ଖୁବ୍ ଖାସ୍। ଏହି ଫିଚର୍ ଦ୍ୱାରା ସଭିଏଁ ନିଜ ଚାଟ୍ କୁ ଫିଲ୍ଟର କରି ପାରିବେ। ମାର୍କ ଜୁକରବର୍ଗ ନିଜେ ଏହି ଫିଚର୍ ବିଷୟରେ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଜରିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ହ୍ୱାଟ୍ସଆପ୍ ରେ ଆପଣଙ୍କୁ ୩ ପ୍ରକାରର ଫିଲ୍ଟର ମିଳିବ। ଜାଣନ୍ତୁ ଏହି ଫିଚର୍ ବିଷୟରେ.. ହ୍ୱାଟ୍ସଆପ୍ ଉପଭୋକ୍ତାଙ୍କ ପାଇଁ ଲଗାତାର ନୂଆ ନୂଆ ଫିଚର୍ ଆଣୁଛି। କମ୍ପାନୀ … Continue reading ହ୍ୱାଟ୍ସଆପ୍ ଆଣିଲା ବଡ ଅପଡେଟ୍ ; ଏସବୁ ବଦଳିବ,ଯୋଡି ହେଲା ନୂଆ ଦମଦାର୍ ଫିଚର୍..