ନୂଆଦିଲ୍ଲୀ : ହୋଣ୍ଟା କାର୍ସ ଇଣ୍ଡିଆ ଲିମିଟେଡ୍ ଏହାର ଏଲିଭେଟ, ସିଟି ଓ ଆମେଜ୍ ଭଳି କାରଗୁଡ଼ିକର ବିଭିନ୍ନ ମଡେଲର ସୁରକ୍ଷା ବୈଶିଷ୍ଟ୍ୟରେ ବୃଦ୍ଧି କରିଛି। ଏବେ ଏହା ୬ ଏଆରବ୍ୟାଗ, ୩ ପଏଣ୍ଟ ଜରୁରୀ ଲକିଂ ରିଆକ୍ଟର ସିଟବେଲ୍ଟ, ୫ଟି ଯାକ ସିଟ୍ରେ ସିଟବେଲ୍ଟ ଚେତାବନୀ ବ୍ୟବସ୍ଥା ସହିତ ବଜାରରେ ଉପଲବ୍ଧ ହେବ। କମ୍ପାନୀର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତାକଚୟା ସୁମୁରା କହିଛନ୍ତି ଯେ, ଏଚ୍ସିଆଇଏଲ୍ ୨୦୫୦ ସୁଦ୍ଧା ନିଜ କାରଗୁଡ଼ିକୁ ଶୂନ୍ୟ ଦୁର୍ଘଟଣା ମାନଦଣ୍ଡରେ ପ୍ରସ୍ତୁତ କରିବାକୁ ଯୋଜନା କରିଛି।
Popular Categories



