www.samajalive.in
Monday, December 15, 2025
17.1 C
Bhubaneswar

ବୈଦେଶିକ ମୁଦ୍ରା ଭଣ୍ଡାର ୧୪୦ ନିୟୁତ ଡଲାର ବୃଦ୍ଧି

ଡେସ୍କ: ମାର୍ଚ୍ଚ ୨୨ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୧୪୦ ନିୟୁତ ଡଲାର ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତର ୬୪୨ ବିଲିୟନ ଡଲାର ଛୁଇଁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ବୈଦେଶିକ ମୁଦ୍ରା ଭଣ୍ଡାରରେ ଏହି ବୃଦ୍ଧି ରେକର୍ଡ କରାଯାଇଛି। ସପ୍ତାହକ ମଧ୍ୟରେ ସ୍ବର୍ଣ୍ଣ ଭଣ୍ଡାର ୩୪୭ ନିୟୁତ ଡଲାର ବୃଦ୍ଧି ପାଇ ୫୧ ବିଲିୟନ ଡଲାରରେ ପହଞ୍ଚିଛି।

ଆଗରୁ ଜାଣିଥିଲେ ସରକାର! ସୁପ୍ରିମକୋର୍ଟଙ୍କ ରାୟର ୩ ଦିନ ପୂର୍ବରୁ ୧୦ ହଜାର ନିର୍ବାଚନୀ ବଣ୍ଡ ଛାପାକୁ ମଞ୍ଜୁରି

- Advertisement -

ସାମଗ୍ରିକ ଭଣ୍ଡାରର ଏକ ପ୍ରମୁଖ ଉପାଦାନ ବିଦେଶୀ ମୁଦ୍ରା ସମ୍ପତ୍ତି ୧୨୩ ନିୟୁତ ଡଲାର ହ୍ରାସ ପାଇ ୫୬୮ ବିଲିୟନ ଡଲାରରେ ପହଞ୍ଚିଛି।

ଇଣ୍ଡିଆ ମେଣ୍ଟ ପକ୍ଷରୁ ଆସନ୍ତାକାଲି ଗଣତନ୍ତ୍ର ବଞ୍ଚାଅ ରାଲି

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories