ଇଣ୍ଡିଆ ମେଣ୍ଟ ପକ୍ଷରୁ ଆସନ୍ତାକାଲି ଗଣତନ୍ତ୍ର ବଞ୍ଚାଅ ରାଲି

ଡେସ୍କ: ଆସନ୍ତାକାଲି (ରବିବାର) ଦିଲ୍ଲୀର ରାମଲୀଳା ମଇଦାନରେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ରାଲି ଅନୁଷ୍ଠିତ ହେବ। ଏହି ରାଲିରେ କଂଗ୍ରେସ, ଏନସିପି, ଶିବସେନା- ଉଦ୍ଧବ ଠାକରେ, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଆରଜେଡି, ଦ୍ରାବିଡ ମୁନେତ୍ରା କଜଗମ, ନ୍ୟାସନାଲ କନଫରେନ୍ସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ବାମପନ୍ଥୀ ଦଳର ପ୍ରମୁଖ ନେତା ଯୋଗ ଦେବେ। ଇଡିରେ ହାଜର ହେଲେ ଆପ ମନ୍ତ୍ରୀ କୈଳାସ ଗେହଲଟ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ … Continue reading ଇଣ୍ଡିଆ ମେଣ୍ଟ ପକ୍ଷରୁ ଆସନ୍ତାକାଲି ଗଣତନ୍ତ୍ର ବଞ୍ଚାଅ ରାଲି