www.samajalive.in
Monday, December 15, 2025
27.1 C
Bhubaneswar

ଜ୍ଞାନବ୍ୟାପୀ ମାମଲା – ଶିବଲିଙ୍ଗର ସର୍ଭେ ପାଇଁ ସୁପ୍ରିମକୋର୍ଟରେ ହିନ୍ଦୁ ପକ୍ଷ

ଡେସ୍କ: ଜ୍ଞାନବ୍ୟାପି ମସଜିଦରୁ ମିଳିଥିବା ‘ଶିବଲିଙ୍ଗ’ର ପ୍ରକୃତି ତଥା ଆନୁସଙ୍ଗିକ ବୈଶିଷ୍ଟ୍ୟ ନିର୍ଣ୍ଣୟ କରିବାକୁ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ହିନ୍ଦୁ ମହିଳା ଅଭିଯୋଗକାରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଏବେ ସେହି ଶିବଲିଙ୍ଗ ମିଳିଥିବା ଅଂଚଳକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଏଏସଆଇ ସିଲ୍ କରିଛି।

ମୁଁ ବଞ୍ଚିଥିବା ଯାଏଁ ବେଙ୍ଗଲରେ ନାଗରିକତା ଆଇନକୁ ଅନୁମତି ଦେବିନାହିଁ – ମମତା ବାନାର୍ଜୀ

- Advertisement -

ଏକ ପୃଥକ ଆବେଦନରେ ବାରାଣାସୀ କୋର୍ଟରେ ବିଚାରାଧୀନ ଥିବା ମକଦ୍ଦମା ଦାୟର କରିଥିବା ଚାରିଜଣ ହିନ୍ଦୁ ମହିଳା ମଧ୍ୟ ୨୦୨୩ ମେ ୧୯ରେ କାର୍ବନ ଡେଟିଂ ସମେତ ବୈଜ୍ଞାନିକ ସର୍ବେକ୍ଷଣ କରି ‘ଶିବଲିଙ୍ଗ’ର ବୟସ ନିର୍ଦ୍ଧାରଣ କରିବାକୁ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଅଗ୍ରାହ୍ୟ କରିଥିଲେ।

ପ୍ରଜ୍ଞାପନ ମେଢ ପାଇଁ ଓଡିଶା ପୁରସ୍କୃତ

ଅଭିଯୋଗରେ ଦର୍ଶାଯାଇଛି ଯେ ‘ଶିବଲିଙ୍ଗ’ର ବାସ୍ତବ ପ୍ରକୃତି ଏହାର ଚତୁଃପାର୍ଶ୍ଵରେ ଥିବା କୃତ୍ରିମ / ଆଧୁନିକ କାନ୍ଥ / ଚଟାଣକୁ ହଟାଇବା ପରେ ଏବଂ ଖନନ ଓ ଅନ୍ୟାନ୍ୟ ବୈଜ୍ଞାନିକ ପ୍ରଣାଳୀ ବ୍ୟବହାର କରି ସମଗ୍ର ସିଲ୍ ହୋଇଥିବା ଅଞ୍ଚଳର ସର୍ଭେ କରି ନିର୍ଣ୍ଣୟ କରାଯାଇପାରିବ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories