ମୁଁ ବଞ୍ଚିଥିବା ଯାଏଁ ବେଙ୍ଗଲରେ ନାଗରିକତା ଆଇନକୁ ଅନୁମତି ଦେବିନାହିଁ – ମମତା ବାନାର୍ଜୀ

ଡେସ୍କ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ଆଇନ ପ୍ରସଙ୍ଗ ଉଠାଇଥିବାରୁ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ଉତ୍ତର ଦିନାଜପୁର ଜିଲ୍ଲାର ରାଇଗଞ୍ଜ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଅଭିଯୋଗ କରିଛନ୍ତି ଯେ ଆସନ୍ତା ନିର୍ବାଚନ ପୂର୍ବରୁ ନାଗରିକତ୍ୱ (ସଂଶୋଧନ) ଅଧିନିୟମ ପ୍ରସଙ୍ଗ ଉଠାଇ ବିଜେପି ସୁବିଧାବାଦ ରାଜନୀତି କରୁଛି। ପ୍ରଜ୍ଞାପନ ମେଢ ପାଇଁ ଓଡିଶା ପୁରସ୍କୃତ ସେ କହିଛନ୍ତି, ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଫାଇଦା ପାଇବା ପାଇଁ … Continue reading ମୁଁ ବଞ୍ଚିଥିବା ଯାଏଁ ବେଙ୍ଗଲରେ ନାଗରିକତା ଆଇନକୁ ଅନୁମତି ଦେବିନାହିଁ – ମମତା ବାନାର୍ଜୀ