Patra electronics

ବିଶ୍ୱ ରେକର୍ଡ ପାଇଁ ଏକାଠି ନୃତ୍ୟ କଲେ ୧୩ଶହ ରୋବଟ, ଦେଖନ୍ତୁ ଏହାର ଭିଡିଓ

0

ନୂଆଦିଲ୍ଲୀ:  ମଣିଷପରି ରୋବଟ ବି ନାଚିପାରେ । ଗୋଟିଏ ଦୁଇଟି ନୁହେଁ ଏକା ସାଙ୍ଗେ ୧୩ଶହ ରୋବଟ ନାଚିଛନ୍ତି । ଇଟାଲୀରେ ୧୩୭୨ ଟି ରୋବଟ ଏକ ସଙ୍ଗେ ନାଚିଛନ୍ତି ।  ସବୁ ରୋବଟର ଉଚ୍ଚତା ୪୦ ସେଣ୍ଟିମିଟର ଓ  ଆଲୁମିନିୟମ ରେ ତିଆରି । ଏହା ଉପରେ ପ୍ଲାଷ୍ଟିକ ଆବରଣ ଦିଆଯାଇଛି । ୨୦୧୭ ମସିହାରେ ଚୀନ୍‌ରେ  ଏକ ହଜାର ୬୯ ଟି ରୋବଟ ନୃତ୍ୟ କରି ବିଶ୍ୱ ରେକର୍ଡ କରିଥିଲେ ।  ଗିନସ୍‌ ବୁକ୍‌ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇଛି ।

ଦେଖନ୍ତୁ ଏହାର ଭିଡିଓ-

video courtesy- guiness World records

Leave A Reply