www.samajalive.in
Monday, December 15, 2025
24.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କଣ୍ଟାବୁଦାରୁ ନବଜାତର ମୃତଦେହ ଉଦ୍ଧାର.. ରସୁଲଗଡ଼ଛକ ନିକଟ ଏକ ବୁଦା ମୂଳରୁ ନବଜାତର ମୃତଦେହ ଉଦ୍ଧାର.. ଜନ୍ମ ପରେ ନବଜାତକୁ କେହି ଫିଙ୍ଗି ଦେଇଥିବା ସନ୍ଦେହ..

ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ପୁଣି ଜେଲ ଦଣ୍ଡାଦେଶ.. ଓଆରଏଚଡିସି ଦୁର୍ନୀତି ମାମଲାରେ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଭିଜିଲାନ୍ସ କୋର୍ଟ.. ବିନୋଦ କୁମାରଙ୍କ ସହ ସ୍ବସ୍ତିରଞ୍ଜନ ମହାପାତ୍ର ଓ ପ୍ରଦୀପ ରାଉତଙ୍କୁ ବି ଜେଲ.. ଏହାକୁ ମିଶାଇ ଅଷ୍ଟମ ମାମଲାରେ ସଜା ପାଇଲେ ବିନୋଦ କୁମାର..

- Advertisement -

ମହାଲେଖା ନିରୀକ୍ଷକ ନିଯୁକ୍ତି ନେଇ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମକୋର୍ଟ..

ପହଞ୍ଚିଲେ ଗଣତନ୍ତ୍ର ଦିବସର ମୁଖ୍ୟଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ..

ସିବିଆଇର ନୂଆ ଉପ-ମହାନିରୀକ୍ଷକ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ ସୁମେଧା ଓ ଗଗନଦୀପ..

ମେ’୬ରୁ ଓଜେଇଇ..ମେ’୬ରୁ ୧୦ ପର୍ଯ୍ୟନ୍ତ ହେବ ପରୀକ୍ଷା.. ରାଜ୍ୟ ଭିତରେ ୩୦ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା..

ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଲକ୍ଷ୍ନୌ: ଗଙ୍ଗା ସ୍ନାନ ପାଇଁ ଯାଉଥିଲେ ଶ୍ରଦ୍ଧାଳୁ, ଉତ୍ତରପ୍ରଦେଶ ଶାହାଜାହାନପୁରରେ ଚାଲିଗଲା ୧୨ ଜୀବନ..

ଉତ୍ତରରୁ ଥରୁଛି ଦକ୍ଷିଣ ଭାରତ.. ଘନ କୁହୁଡି ସାଙ୍ଗକୁ କଲବଲ କରୁଛି ଶୀତ ଲହରୀ..

ପବିତ୍ର ପୌଷ ପୂର୍ଣ୍ଣିମା: ମହାପ୍ରଭୁଙ୍କ ସୁନାବେଶ ..

ପଶ୍ଚିମ ଆଫ୍ରିକା ମାଲିରେ ଅଘଟଣ..  ଭୁଶୁଡ଼ିଲା ସୁନା ଖଣି, ୭୦ ଜଣ ଶ୍ରମିକଙ୍କର ମୃତ୍ୟୁ..

ସାଧାରଣତନ୍ତ୍ର ଦିବସ ପୂର୍ବରୁ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା.. ତାଲିକାରେ ଓଡ଼ିଶାର ୧୫ ଜଣ..

ମୁଁ ବକ୍ସିଂରୁ ଅବସର ନେଇ ନାହିଁ.. ମିଥ୍ୟା ଖବରକୁ ଖଣ୍ଡନ କଲେ ମେରି କମ୍‌..

ପାଣିରେ ବୁଡି ଯାଇ ଅଷ୍ଟ୍ରେଲିଆରେ ୪ ଭାରତୀୟଙ୍କ ମୃତ୍ୟୁ..

ତେଲଙ୍ଗାନାରେ ଜଣେ ସରକାରୀ ବାବୁଙ୍କ ଘରୁ ମିଳିଛି ୧୦୦ କୋଟିର ସମ୍ପତ୍ତି.. ପୁଳାପୁଳା ଟଙ୍କା ଏବଂ ସୁନା ଜବତ କରିଛି ଦୁର୍ନୀତି ନିବାରଣ ସଂସ୍ଥା..

ଧରା ପଡ଼ିଲା ନକଲି ସିମ୍ କାର୍ଡ ରାକେଟ.. ୩ଶହରୁ ଅଧିକ ସାଇବର କ୍ରାଇମରେ ସମ୍ପୃକ୍ତ ,୪ ଗିରଫ..

 

 

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories