www.samajalive.in
Monday, December 15, 2025
27.1 C
Bhubaneswar

ପରୀକ୍ଷା ପେ ଚର୍ଚ୍ଚା ପାଇଁ ୨ କୋଟି ୨୬ ଲକ୍ଷ ପଞ୍ଜିକରଣ

ଡେସ୍କ: ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବରୁ ସାରା ଦେଶରୁ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଦେଶର ୬୫୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଦେଶର ୧୨୨ଟି ନବୋଦୟ ବିଦ୍ୟାଲାୟରେ ଆୟୋଜିତ ହୋଇଥିଲା। ଜାନୁଆରୀ ୧୨ରୁ ୨୩ ମଧ୍ୟରେ ମାରାଥନ୍, ସଂଗୀତ ପ୍ରତିଯୋଗିତା, ନୁକ୍କଡ ଡ୍ରାମା, ପୋଷ୍ଟର ତିଆରି ଏବଂ ଯୋଗ ଓ ଧ୍ୟାନ ଅଧିବେଶନ ସହିତ ଅନେକ କାର୍ଯ୍ୟକଳାପ ଆୟୋଜିତ ହୋଇଥିଲା।

୭୫ ତମ ଗଣତନ୍ତ୍ର ଦିବସ ପ୍ୟାରେଡ୍ ମହିଳା ଶକ୍ତି ପାଇଁ ଉତ୍ସର୍ଗୀକୃତ – ପ୍ରଧାନମନ୍ତ୍ରୀ

- Advertisement -

ଶିକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ ପାଇଁ ମାଇଁ ଗଭ ପୋର୍ଟାଲରେ ୨ କୋଟି ୨୬ ଲକ୍ଷ ପଞ୍ଜିକରଣ କରାଯାଇଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories