www.samajalive.in
Wednesday, December 10, 2025
15.1 C
Bhubaneswar

ଔଷଧୀୟ ଗୁଣରେ ଭରପୂର କେସର ଓ ତୁଳସୀ

ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରେ ଆମେ ତୁଳସୀ ଓ କେସରର ବ୍ୟବହାର କରିଥାଉ। ଖାଦ୍ୟ ପଦାର୍ଥର ସ୍ବାଦ ବଢାଇବା ନିମନ୍ତେ କେସର ଓ ତୁଳସୀର ବ୍ୟବହାର କରାଯାଇଥାଏ। ଏହାସହ ମୁହଁର ସୌନ୍ଦର୍ଯ୍ୟ ବଢାଇବା ନିମନ୍ତେ ଏହାର ବ୍ୟବହାର କରାଯାଇଥାଏ। କେସକୁ ଗରମ କ୍ଷୀରରେ ମିଶାଇ ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକାରକ ହୋଇଥାଏ।

କେସରକୁ ନିୟମିତ ରୂପେ କମ ମାତ୍ରାରେ ନେବା ଉଚିତ। କାରଣ ଏହା ଶରୀରର ସନ୍ତୁଳନ ଠିକ ରଖିଥାଏ। ଏହା ରୋଗ ନାଶକ ଔଷଧ ମଧ୍ୟ ଅଟେ। ମହିଳାମାନେ ଏହାର ବ୍ୟବହାର ଦ୍ବାରା ଅନେକ ରୋଗରୁ ମୁକ୍ତି ପାଇଥାଆନ୍ତି।

- Advertisement -

ତୁଳସୀରେ ପ୍ରାକୃତିକ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି। ଚା’ରେ ତୁଳସୀ ପତ୍ର ପକାଇ ପିଇବା ଦ୍ବାରା ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ। ତୁଳସୀ ସେବନ କରିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ପ୍ରତ୍ୟେକ ଦିନ ୨ରୁ ୪ଟି ପତ୍ର ଖାଇବା ଉଚିତ। ଅଧିକ ପତ୍ର ଖାଇବା ଦ୍ବାରା ପେଟ ଗରମ ହୋଇଯାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories