www.samajalive.in
Monday, December 15, 2025
24.1 C
Bhubaneswar

ବିଜେପି ପକ୍ଷରୁ ‘ମୋ ମାଟି- ମୋ ଦେଶ’ କାର୍ଯ୍ୟକ୍ରମ

ପାଟଣା : ସାହାରପଡା ବ୍ଲକ ବାଇକଳା ଠାରେ ବିଜେପି ପକ୍ଷରୁ ‘ମୋ ଦେଶ-ମୋ ମାଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ବିଜେପି ନେତା ଅଖିଳ ଚନ୍ଦ୍ର ନାଏକଙ୍କ ପୌରାହିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି କର୍ମୀ ମାନେ ସାମିଲ ହୋଇଥିଲେ। ସ୍ଥାନୀୟ ଲୋକ ମାନେ ସ୍ୱତଃପ୍ରବୃତ ଭାବେ ତୁଳସୀ ଚଉରାରୁ ମାଟି ଆଣି କଳସରେ ପ୍ରଦାନ କରିଥିଲେ। ଦିଲ୍ଲୀରେ ସହିଦ ମାନଙ୍କ ଉଦ୍ୟେଶରେ ନିର୍ମିତି ହେବାକୁ ଥିବା ଅମୃତ ବାଟିକାରେ ଏହି ମାଟିକୁ ବ୍ୟବହାର କରାଯିବ ବୋଲି ବିଜେପି ପକ୍ଷରୁ କୁହା ଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ହରିହର ନାଏକଙ୍କ ସହ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories