www.samajalive.in
Tuesday, December 9, 2025
23.1 C
Bhubaneswar

ବିଧାୟକଙ୍କ ଦ୍ୱାରା ଭିତ୍ତି ପ୍ରସ୍ଥର ସ୍ଥାପନ

ଫୁଲବାଣୀ: ଚକାପାଦ ବ୍ଲକର ୧୨ ଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ ୯ ଗୋଟି ଗ୍ରାମପଞ୍ଚାୟତ ଶଙ୍କରାଖୋଲର ପିତାବଳୀ ମନ୍ଦିର, ବପଲମେଣ୍ଡି(ଲା)ର ହନୁମାନ ମନ୍ଦିର, ବ୍ରାହ୍ମଣପାଦର ପିତାବଳୀ ମନ୍ଦିର, କଖାରୁଝୋଲାର ସପ୍ତବଟୀ ମନ୍ଦିର, ଚାହାଳିର ବିଶ୍ୱବାଣୀ ଓ ବଲିଭର ଚର୍ଚ୍ଚ, ବପଲମେଣ୍ଡିର ରାମ ମନ୍ଦିର ଓ ଚର୍ଚ୍ଚର ପୁନଃଉଧାର ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବ୍ଲକ ଅଧ୍ୟକ୍ଷା ବୈନେତ୍ରୀ କହଁର, ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ, ବିଜୁ ଜନତା ଦଳ ଚକାପାଦ ବ୍ଲକ ସଭାପତି ରାଜେଶ ଦିଗାଲ ଏବଂ ପ୍ରତ୍ୟେକ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ। ବ୍ଲକ ପ୍ରଶାସନ ତରଫରୁ ସହକାରୀ ଯନ୍ତ୍ରୀ ଦେବୀ ପ୍ରସନ୍ନ ରାଉତ ଏବଂ ତାଙ୍କର ଟେକ୍ନିକାଲ ଟିମ ଉପସ୍ଥିତ ଥିଲେ। ଏହି ସବୁ ମନ୍ଦିର ଏବଂ ଚର୍ଚ୍ଚ ଗୁଡିକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ୨୦୨୩/୨୪ ଆର୍ଥିକ ବର୍ଷରୁ ପ୍ରଦାନ କରାଯାଇଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories