ଲ୍ୟାଣ୍ଡରରୁ ରୋଭର ବାହାରୁଥିବା ସମୟର ଫଟୋ ଛାଡ଼ିଲା ଇସ୍ରୋ

ବେଙ୍ଗାଲୁରୁ : ଚନ୍ଦ୍ରଯାନ -୩ ଲ୍ୟାଣ୍ଡରରୁ ରୋଭର ବାହାରୁଥିବାରୁ ସଦ୍ୟତମ ଫଟୋ ଇସ୍ରୋ ପକ୍ଷରୁ ଛଡ଼ାଯାଇଛି। ରୋଭର ପ୍ରଜ୍ଞାନ ରାସାୟନିକ, ଖଣିଜ ପଦାର୍ଥ, ମାଟି ଓ ପଥର ସମ୍ପର୍କରେ କରୁଛି ଗବେଷଣା । ୧୪ ଦିନ ଲାଗି ୬ ଚକିଆ ବିଶିଷ୍ଟ ରୋଭର ଚନ୍ଦ୍ରପୃଷ୍ଠର ଗବେଷଣା କରିବ ବୋଲି ଜଣାପଡ଼ିଛି। ୧୪ ଦିନ ପରେ ଲ୍ୟାଣ୍ଡର ଓ ରୋଭର କାର୍ଯ୍ୟକ୍ଷମ ନେଇ ଆଶାବାଦୀ ରହିଛି ଇସ୍ରୋ ।

 

prayash

 

 

Comments are closed.