ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ନୂଆ ଟିମ ଗଠନ କରାଯାଇଛି। ଆଜି ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମଲିକାର୍ଜୁନ ଖଡଗେ ୩୯ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରିଛନ୍ତି। ଏହି ୩୯ଜଣିଆ ଟିମରେ ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଧୀର ଚୌଧୁରୀ, ଏ.କେ.ଆଣ୍ଟୋନି, ଶଶି ଥରୁର, ସଚିନ ପାଇଲଟ ପ୍ରମୁଖ ସାମିଲ ହୋଇଛନ୍ତି।
Popular Categories



