mission shakti banner

ଅନ୍ନାଙ୍କୁ ଜୋତା ମାଡ଼

nua o banner
0

ନୂଆଦିଲ୍ଲୀ : ଅନଶନ ଭାଙ୍ଗିବା ପରେ ସାମ୍ବାଦିକଙ୍କୁ ସମ୍ବୋଧନ କରୁଥିବା ସମୟରେ ଅନ୍ନା ହଜାରେଙ୍କ ଉପରକୁ ରାଜକୁମାର ସାଇନି ନାମକ ଜଣେ ଯୁବକ ଜୋତା ଫିଙ୍ଗିଥିଲା। ପରେ ପୁଲିସ ସାଇନିଙ୍କୁ ଗିରଫ କରିଥିଲା। ସୀମାରେ ଅନୁପ୍ରବେଶ ରୋକିବାକୁ ପାଚେରି ନିର୍ମାଣ କରିବାକୁ ସାଇନ ଦାବି କରିଥିଲେ; ମାତ୍ର ଏହି ଦାବିକୁ ଅନ୍ନା ଗ୍ରହଣ କରି ନଥିଲେ। ଫଳରେ ସେ କ୍ଷୁବ୍ଧ ହୋଇ ଏହି ଜୋତାମାଡ କରିଥିଲେ।

Leave A Reply