www.samajalive.in
Monday, December 15, 2025
24.1 C
Bhubaneswar

ଗଞ୍ଜେଇ ମାଫିଆର ସମ୍ପତ୍ତି ବାଜ୍ୟାପ୍ତି

ପୁରୀ: ଗଞ୍ଜେଇ ମାଫିଆ ବାପପୁଅଙ୍କ ୩କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। ବ୍ରହ୍ମଗିରି ଅଞ୍ଚଳର ବିଜୟ ପାଣି ଓ ପୁଅ ସୁଜିତଙ୍କ ସମ୍ପତ୍ତି ବାଜ୍ୟାପ୍ତ ହୋଇଛି। ପୁରୀ ପୁଲିସ ପକ୍ଷରୁ ଗଞ୍ଜେଇ ମାଫିଆ ବାପପୁଅଙ୍କ ୩ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। ବାଜ୍ୟାପ୍ତ ସମ୍ପତ୍ତି ସହ ୯ଟି ଘର ଓ ପ୍ଲଟ ଆଟାଚ କରାଯାଇଛି ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି। ମେ’ ୩ ତାରିଖରେ ବାପପୁଅଙ୍କୁ ପୁରୀ ପୁଲି ଗିରଫ କରିଥିଲା। ଗିରଫବେଳେ ସେମାନଙ୍କ ନିକଟରୁ ୬୨୪ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।

କୁଖ୍ୟାତ ଗଞ୍ଜେଇ ମାଫିଆ ବାପ, ପୁଅ ହେଉଛନ୍ତି ବ୍ରହ୍ମଗିରିର ବିଜୟ ପାଣି(୫୦) ଓ ତାଙ୍କ ପୁଅ ସତ୍ରୁଜିତ୍ ପାଣି ଓରଫ ପିଣ୍ଟୁ(୨୩)। ଚଳିତମାସ ୩ ତାରିଖରେ ସେମାନେ ଗିରଫ ହୋଇଥିଲେ। ସେମାନଙ୍କ ଘରୁ ୬୨୪ କେଜିରୁ ଅଧିକ(ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା) ଗଞ୍ଜେଇ ଜବତ କରିଥିଲା ବ୍ରହ୍ମଗିରି ଥାନା ପୁଲିସ ଓ ଏସ୍‌ଟିଏଫ୍। ଏଥିସହ ତାଙ୍କ ଘରୁ ୪ ହାତ ତିଆରି ବୋମା ଜବତ କରାଯାଇଥିଲ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories