www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଧର୍ମଗଡ଼: ଡୋକରୀଦର ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ.. ଜଳ ପ୍ରପାତରେ ସେଲଫି ନେଉଥିବାବେଳେ ଖସିପଡ଼ି ନିଖୋଜ..

ଟଙ୍କା ନ ଦେବାରୁ ସ୍ତ୍ରୀକୁ ହାଣି ମାରିଲା ସଇତାନ ସ୍ବାମୀ.. ଆଖୁପଦର ଗାଁରେ ପାରିବାରିକ କଳହରୁ ସ୍ତ୍ରୀକୁ ବିଭତ୍ସ ହତ୍ୟା.. ଅଭିଯୁକ୍ତ ସ୍ବାମୀ ଅଟକ.. ଘଟଣାସ୍ଥଳରେ ସାଇଟିଫିକ ଟିମ୍ ସହ ପୁଲିସର ଛାନଭିନ ଜାରି..

- Advertisement -

ଗଞ୍ଜେଇ ମାଫିଆ ବାପପୁଅଙ୍କ ୩କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ.. ବ୍ରହ୍ମଗିରି ଅଞ୍ଚଳର ବିଜୟ ପାଣି ଓ ପୁଅ ସୁଜିତଙ୍କ ସମ୍ପତ୍ତି ବାଜ୍ୟାପ୍ତ.. ୩ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କଲା ପୁରୀ ପୁଲିସ.. ୯ଟି ଘର ଓ ପ୍ଲଟ ଆଟାଚ କରାଯାଇଥିବା ସୂଚନା ଦେଲେ ପୁରୀ ଏସପି..

ଜଳ ସଂରକ୍ଷଣ ଦିଗରେ ଅମୃତ ସରୋବର ବହୁତ ବଡ଼ ପଦକ୍ଷେପ – ମୋଦୀ.. ଦେଶର ପ୍ରତ୍ୟେକ ଜିଲ୍ଲାରେ ପଚସ୍ତରୀଟି ଅମୃତ ସରୋବର ନିର୍ମାଣ କରାଯାଉଥିବା ଆଜି ୧୦୧ ତମ ‘ମନ୍ କି ବାତ୍‌’ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ..

ନୂଆ ସଂସଦ ଭବନ ଉଦ୍‌ଘାଟନ ସମାରୋହରେ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ମୋଦୀ..

ନୂଆ ସଂସଦ ଭବନରେ ସ୍ଥାନ ପାଇଛି ଓଡ଼ିଶା କଳାକୃତି.. ସଂସଦର ୩ ଦ୍ବାର ମଧ୍ୟରୁ ଗୋଟିଏ ଦ୍ବାରରେ କୋଣାର୍କ ଚକ୍ର ସ୍ଥାନିତ.. ସଂସଦ ଭବନର କର୍ମଦ୍ବାରରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ର ସ୍ଥାନିତ.. କର୍ମଦ୍ବାରରେ ସର୍ଦ୍ଦାର ପଟେଲ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ବି ସ୍ଥାନିତ..

ନୂଆ ସଂସଦରେ ୧୨୭୨ ଜଣ ସାଂସଦ ବସିବା ଲାଗି ବ୍ୟବସ୍ଥା ରହିଛି..

ଦେଶର ନୂଆ ସଂସଦ ଭବନ ଲୋକାର୍ପିତ.. ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ପ୍ରଥମେ ମନ୍ତ୍ରୋଚ୍ଚାରଣ ମଧ୍ୟରେ ସ୍ଥାପନ ହେଲା ସେଙ୍ଗୋଲ.. ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ ହେଲା ଏହି ସେଙ୍ଗୋଲ..

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories