nua o banner

ଦ୍ବିତୀୟ ବିଶ୍ବଯୁଦ୍ଧରେ ବ୍ୟବହୃତ ଜାହାଜର ଭଗ୍ନାବଶେଷ ଠାବ

BSKY banner  750×100
0

୧୯୪୨ ନଭେମ୍ବର ୩ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଘଟଣା। ଜାପାନର ପାଲଟା ଆକ୍ରମଣରେ ପ୍ରଶାନ୍ତ ମହାସାଗରର ଦକ୍ଷିଣ ପାର୍ଶ୍ବରେ ଏକ ଆମେରିକୀୟ ଜାହାଜ ବୁଡ଼ିଯାଇଥିଲା। ଜାହାଜରେ ୬୮୦ଜଣ ଆମେରିକୀୟ ନାବିକଙ୍କ ସଲିଳ ସମାଧି ହୋଇଥିଲା। ମହାସାଗରର ଗଭୀର ଜଳରେ ଖୋଜାଯିବା ସତ୍ତ୍ବେ ସେତେବେଳେ ଏହି ଜାହାଜର ସନ୍ଧାନ ମିଳିନଥିଲା। ଦୀର୍ଘ ୭୬ ବର୍ଷ ପରେ ମହାସାଗରର ୧୩ହଜାର ଫୁଟ୍ ତଳେ ଏହି ଜାହାଜର ଅଂଶ ମିଳିଛି। ଆମେରିକାର ସଂଗ୍ରହାଳୟରେ ଏହି ଜାହାଜର ଭଗ୍ନାବଶେଷ ସ୍ଥାନ ପାଇବ ବୋଲି ପ୍ରକାଶ।

Leave A Reply