www.samajalive.in
Sunday, December 7, 2025
13.1 C
Bhubaneswar

ସନ୍ଧ୍ୟା ୬ଟା​‌ ମୁଖ୍ୟ ଖବର

ବାଲେଶ୍ବରରେ ୧୦୦ରୁ ଅଧିକ ଆନ୍ଦୋଳନରତ ଡ୍ରାଇଭର ଗିରଫ.. ବିଭିନ୍ନ ଛକରେ ରାସ୍ତାରୋକ କରିଥିବା ଡ୍ରାଇଭରଙ୍କୁ ଗିରଫ କଲା ପୁଲିସ..

ଅରୁଣାଞ୍ଚଳପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ.. ପାଇଲଟ୍‌ ନିଖୋଜ.. ସେନା ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି..

- Advertisement -

ଜୟପୁରର ମାନସରୋବର ଥାନାରେ ହାସ୍ୟାଭିନେତା ତଥା ଆପ୍‌ ନେତା ଖୟାଲି ସହାରନ୍‌ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି.. ହନୁମାନଗଡ଼ ନିବାସୀ ଜଣେ ୨୮ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି..

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଜଣେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ହୋଇଛି.. ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାତ୍ରୀ ଜଣଙ୍କ ଆହତ ହୋଇଛନ୍ତି.. କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମନ୍ନଥନାଥ ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା ଦେଇ ଫେରୁଥିବା ବେଳେ ତାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା..

ମାଟ୍ରିକ ହଲ୍‌ରେ ଅଚେତ ହୋଇଯାଇଥିବା ଜଣେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଯାଇଛି.. ବାତ ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି.. କୋରାପୁଟ ଜିଲ୍ଲା ଦାମନଯୋଡି ସରସ୍ୱତୀ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରର ଘଟଣା..

ନୋବେଲ୍‌ ଶାନ୍ତି ପୁରସ୍କାର ଦୌଡ଼ରେ ସବୁଠାରୁ ଆଗରେ ନରେନ୍ଦ୍ର ମୋଦୀ.. ଯୁଦ୍ଧ ରୋକିବାରେ ସଫଳ ହୋଇଥିବା ନୋବେଲ୍‌ ପୁରସ୍କାର ଚୟନ କମିଟି ସଦସ୍ୟଙ୍କ ସୂଚନା..

ନାରାୟଣପାଟଣାରେ ଘର ଭିତରୁ ମାଆ ଏବଂ ଝିଅଙ୍କ ମୃତ ଦେହ ଉଦ୍ଧାର..

ଭୁବନେଶ୍ୱର, କଟକ ଏବଂ ପୁରୀରେ ଅଟୋ ଚାଳକ ସଂଘ ଅପମାନର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ.. ଡ୍ରାଇଭର ସଂଘ ଆନ୍ଦୋଳନ ବେଳେ ସେମାନଙ୍କୁ ଅପମାନ କରାଯାଉଥିବା ଅଭିଯୋଗ..

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ.. ନ୍ୟୁଜିଲାଣ୍ଡ୍‌ର କେରମାଡେକ୍‌ ଦ୍ୱୀପରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି.. ଏହାପରେ ସେଠାରେ ସୁନାମୀ ସତର୍କତା ଜାରି କରାଯାଇଛି..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories