nua o banner

ବିଜୟ ରାଘବନ କେନ୍ଦ୍ର ସରକାରଙ୍କ ନୂଆ ବୈଜ୍ଞାନିକ ପରାମର୍ଶଦାତା

BSKY banner  750×100
0

ନୂଆଦିଲ୍ଲୀ : କେ.ବିଜୟ ରାଘବନଙ୍କୁ କେନ୍ଦ୍ର ସରକାରଙ୍କ ନୂତନ ବୈଜ୍ଞାନିକ ପରାମର୍ଶଦାତା ଭାବେ ସୋମବାର ନିଯୁକ୍ତ କରାଯାଇଛି। ତାଙ୍କର ନିଯୁକ୍ତିକୁ କ୍ୟାବିନେଟ କମିଟି ଅନୁମୋଦନ କରିଛି। ପୂର୍ବରୁ ରାଜଗୋପାଲ ଚିଦମ୍ବରମ ଏହି ଦାୟିତ୍ୱ ତୁଲାଉଥିଲେ। ବିଜୟ ରାଘବନ ୨୦୧୩ରୁ ବାଓଟେକ୍ନୋଲୋଜି ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। କାନପୁର ଆଇଆଇଟିରୁ କେମିକାଲ ଇଂଜିନିୟରିଂରେ ବି.ଟେକ୍‌ ଓ ମଲିକ୍ୟୁଲାର ବାଓଲୋଜିରେ ପିଏଚ୍‌.ଡି ଡିଗ୍ରୀ ହାସଲ କରିଛନ୍ତି।

Leave A Reply