www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପଞ୍ଜାବର ଅମୃତସରରେ ଶିବସେନା ନେତା ସୁଧୀର ସୁରିଙ୍କୁ ହତ୍ୟା.. ଅମୃତସରର ଗୋପାଳ ମନ୍ଦିର ବାହାରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି..

ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା.. ୨୩ରୁ ୩୦ ଯାଏ ଚାଲିବ ମାଟ୍ରିକ ସମ୍ମେଟିଭ୍‌ ପରୀକ୍ଷା..

- Advertisement -

ମାଟ୍ରିକ ପରୀକ୍ଷା ପାଇଁ ଆଜିଠାରୁ ମିଳିବ ଆଡ଼ମିଟ୍‌ କାର୍ଡ଼.. ବୋର୍ଡ଼ ୱେବସାଇଟ୍‌ରେ ଆଡ଼ମିଟ୍‌ କାର୍ଡ଼ ଡାଉନଲୋଡ୍‌ କରିହେବ..

ନଭେମ୍ବର ୧୧ରୁ ଆରମ୍ଭ ହେବ ଭୋକେସନାଲ ପ୍ରାକ୍ଟିକାଲ..

ଇସୁଦାନ ଗଡୱୀ ‘ଆପ୍‌’ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ..

ଖଣ୍ଡଗିରି ପୁଲିସ ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲଙ୍କୁ ଗିରଫ କରିଥିବା ଜଣା ପଡିଛି.. ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ଉଦ୍ଦେଶ୍ୟରେ ଚାଲିଥିବା ଅଭିଯାନରେ ଏମାନଙ୍କୁ ଗିରଫ କରାଯାଇଛି..

ଟି-ଟ୍ୱୋଣ୍ଟି ବିଶ୍ୱକପ୍‌‌ : ଆୟରଲାଣ୍ଡକୁ ୩୫ ରନରେ ପରାସ୍ତ କଲା ନ୍ୟୁଜିଲାଣ୍ଡ..

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ.. ପଞ୍ଚକ ଆରମ୍ଭ..

ଆଜି ପବିତ୍ର ପଞ୍ଚୁକର ପ୍ରଥମ ଦିନ.. ପ୍ରଥମ ପାଳିରେ ବାବା ଧବଳେଶ୍ୱରଙ୍କ ଚନ୍ଦ୍ରଚୂଡ ବେଶ..ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ..ପ୍ରଥମ ଥର ପାଇଁ ଏଲଇଡି ପର୍ଦ୍ଦାରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ..

ଆଜିଠାରୁ ଶ୍ରୀମନ୍ଦିରରେ ପଞ୍ଚୁକ ନୀତି, ହବିଷ୍ୟାଳିଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା..

ଟି-ଟ୍ୱୋଣ୍ଟି ବିଶ୍ୱକପ୍‌‌ : ଆୟରଲାଣ୍ଡ ପାଇଁ ୧୮୬ ରନର ବିଜୟ ଲକ୍ଷ୍ୟ .. ନ୍ୟୁଜିଲାଣ୍ଡ-ଆୟରଲାଣ୍ଡ ଓ ଅଷ୍ଟ୍ରେଲିଆ-ଆଫ୍‌‌ଗାନିସ୍ତାନ ମଧ୍ୟରେ ମୁକାବିଲା..

ଅନୁଗୁଳ ଜିଲା କୁଲାଡ ଗାଁରେ ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା .. ହାତୀ ଘଉଡାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଘଟଣାସ୍ଥଳରେ ମୃତ୍ୟୁ ନେଇ ସୂଚନା.. କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଧାରଣା..

ମଧ୍ୟପ୍ରଦେଶରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା .. ଏକ କାର ଓ ବସ୍‌ ମଧ୍ୟରେ ଦୁର୍ଘଟଣା ଘଟି ୧୧ ଜଣ ଶ୍ରମିକଙ୍କ  ମୃତ୍ୟୁ ..  ବୈତୁଲ ଜିଲାର ଝଲ୍ଲାର ଥାନା ନିକଟରେ ଘଟିଛି ଦୁର୍ଘଟଣା .. ବିଳମ୍ବିତ ରାତି ପ୍ରାୟ ୧ଟା ୩୦ରେ ଏହି ଦୁର୍ଘଟଣା ଘଟିଛି .. ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ପୁରୁଷ, ୪ ମହିଳା ଓ ୨ ଜଣ ଶିଶୁ..

ସୀମା ବିବାଦ ପ୍ରସଙ୍ଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି.. ସୀମା ବିବାଦର ସମାଧାନ ପାଇଁ ଗଠିତ ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ୟ୍ୟର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ..

ଖୋର୍ଦ୍ଧା ବାଘମାରି ନିକଟରେ ବସ ଓଲଟି ୧୨ ଆହତ.. ୨ ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତର.. ଅନ୍ୟ ୧୦ ଆହତ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି..

ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ.. ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍କୁଲ ଛୁଟି .. ଅନଲାଇନରେ ପାଠପଢ଼ା..
ଆସନ୍ତାକାଲିଠାରୁ ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ..ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଥିଲା..

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories